କଂଗ୍ରେସ ନେତାଙ୍କ ପରଲୋକ
ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକର ଅବିଭକ୍ତ ଗୁହାଳୀ ପଂଚାୟତର ବରିଷ୍ଠ କଂଗ୍ରେସ ନେତା ମୁରଲୀଧର ଧଳ ୬୭ଙ୍କ ଦେହାନ୍ତ ହୋଇଯାଇଛି । ରବିବାର ଭୋର ସମୟରେ ସ୍ୱର୍ଗତ ଧଳଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ଧଳଙ୍କ ଦେହାନ୍ତର ଖବର ପ୍ରଚାର ହେଲାପରେ ସମଗ୍ର ବ୍ଲକରେ ଶୋକର ଛାୟା!-->…