ଏୟାର୍ ଇଣ୍ଡିଆ ରିଲିଫ ବିମାନକୁ ସୁପ୍ରିମ କୋର୍ଟଙ୍କ ଅନୁମତି
ନୂଆଦିଲ୍ଲୀ- ସମ୍ପର୍ଣ୍ଣ ସିଟ୍ ସହ ଯାତ୍ରୀ ପରିବହନ ପାଇଁ ଏୟାର ଇଣ୍ଡିଆ ରିଲିଫ ବିମାନ ଚଳାଚଳ ପାଇଁ ଅନୁମତି ଦେଲେ ସୁପ୍ରିମ କୋର୍ଟ । ଅଗାମୀ ୧୦ ଦିନ ପାଇଁ ବିମାନର ମଝି ସିଟ ଖାଲି ନରଖି ଚଳାଚଳ କରିବା ପାଇଁ ସବୁଜ ସଂଙ୍କେତ ମିଳିଛି । ରିଲିଫ ବିମାନର ମଝି ଆସନ ଖାଲି ରଖି ଯାତ୍ରୀ ପରିବହନ!-->…