ବରୀ ପୁଲିସ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଯାଜପୁର: ବାତ୍ୟା ଅମ୍ଫନ ଗଲାପରେ ଗୁରୁବାର ଦିନ ସକାଳୁ ବରୀ ପୁଲିସ ପକ୍ଷରୁ ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଅଛି । ବାତ୍ୟା ଅମ୍ଫାନ ଗଲା ପରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବର୍ଷା ପବନ ଯୋଗୁଁ ଅଳିଆ ଆବର୍ଜନା ସବକୁ ପୁଲିସ କର୍ମଚାରୀମାନେ ସଫା

ଟଙ୍କା : ମୁହଁ କରିଦିଏ ବଙ୍କା

ଆମ ଦେଶ ହେଉଛି ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର । ଏଠାରେ ପ୍ରାୟ ୧୩୦ କୋଟି ଲୋକ ବସବାସ କରନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ଆମ ଭାରତବର୍ଷର ଅର୍ଥନୈତିକ ଅଭିବୃଦ୍ଧି ହାର ସନ୍ତୋଷଜନକ ରହିଥିଲା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅବସ୍ଥା ଠିକ୍ ନଥିବା ଭଳି ଜଣାପଡୁଛି ।

ପିଲାଙ୍କ ପସନ୍ଦ ଆମ୍ବ କେକ୍, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ବର୍ତ୍ତମାନ ଆମ୍ବ ସିଜିନ୍ ଚାଲିଛି। ବଜାରରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଆମ୍ବ ବିକ୍ରି ହେଉଛି। ପାଚିଲା ଆମ୍ବରୁ ଆପଣ ଶେକ୍, ଜୁସ୍, ସ୍ମୁଦି ଆଦି ପ୍ରସ୍ତୁତ କରିଥିବେ। କିନ୍ତୁ ଆମ୍ବ କେକ୍ ପ୍ରସ୍ତୁତ କରିଛନ୍ତି କି? ଆମ୍ବ ର ଏକ ସ୍ୱତନ୍ତ୍ର ସ୍ୱାଦ ସହିତ ଏହି କେକ୍ ଆପଣଙ୍କ ପରିବାର ଲୋକଙ୍କ

ମେ ୨୬ ପର୍ଯ୍ୟନ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ବାତିଲ ପାଇଁ ମମତା ବନାର୍ଜୀଙ୍କ ପ୍ରସ୍ତାବ

କୋଲକତା- ବାତ୍ୟା ଅମ୍ପାନ ପ୍ରଭାବରେ ପଶ୍ଚିମବଙ୍ଗ ପରିସ୍ଥିତି ସଂଘାତିକ ହୋଇଥିବାରୁ ଆସନ୍ତା ୨୬ ପର୍ଯ୍ୟନ୍ତ ଶ୍ରମିକ ସ୍ପୋଶାଲ ଟ୍ରେନ ଯାତାୟତ ବନ୍ଦ ରଖିବା ପାଇଁ ରେଳବାଇ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ।

ଅନିଲଙ୍କ ଅଡୁଆ, ୨୧ ଦିନ ମଧ୍ୟରେ ଦେବାକୁ ପଡିବ ୫୪୪୬ କୋଟି

ମୁମ୍ବାଇ: ବ୍ରିଟେନର ଏକ କୋର୍ଟ ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ୨୧ ଦିନ ମଧ୍ୟରେ ୭୧.୭ ମିଲିୟନ ଡଲାର ବା ୫୪୪୬ କୋଟି ଟଙ୍କା ଦେବାକୁ କହିଛନ୍ତି। ଏହି ପାଣ୍ଠି ୨୧ ଦିନ ମଧ୍ୟରେ ତିନୋଟି ଚାଇନାର ବ୍ୟାଙ୍କକୁ ପ୍ରଦାନ କରାଯିବ। ଚୀନର – ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ କମର୍ସିଆଲ୍

ମେ ୨୭ରେ ମହାକାଶକୁ ଯିବ ସ୍ପେସ- ଏକ୍ସ

ନୂଆଦିଲ୍ଲୀ- ଦୀର୍ଘ ୯ ବର୍ଷ ପରେ ମେ ୨୭ରେ ମହାକାଶକୁ ଯିବ ସ୍ପେସ- ଏକ୍ସ ମହାକାଶ ଯାନ । ଏ ନେଇ ନାସା ପକ୍ଷରୁ ସବୁଜ ସଂକେତ ଦିଆଯାଇଛି । ନାସା କହିଛି ସ୍ପେସ୍ ଏକ୍ସରେ ଦୁଇ ଜଣ ମହାକାଶଚାରୀ ଆସନ୍ତା ସପ୍ତାହରେ ମହାକାଶ ଯାତ୍ରା କରିବେ । ଏଥିପାଇଁ ସମସ୍ତ ପରୀକ୍ଷା ନିରୀକ୍ଷା ଶେଷ ହୋଇଛି ଓ

ପାଟଣା ଥାନା ଆଇଆଇସି ସସ୍ପେଣ୍ଡ୍

କେନ୍ଦୁଝର- ଥାନା ଭିତରେ ମହିଳା ଆଇଆଇସିଙ୍କ ଅମାନୁଷିକ କାର୍ଯ୍ୟ । କେନ୍ଦୁଝର ପାଟଣା ଆଇଆଇସି ସନ୍ଧ୍ୟାରାଣୀ ଜେନା ଥାନା ଭିତରେ ଯୁବକଙ୍କୁ ନିସ୍ତୁକ ମାଡ ଓ ଗୋଇଠା ମାରିବା ଘଟଣାରେ ପୁଲିସ ଡିଜି ତାଙ୍କୁ ନିଲମ୍ବିତ କରିଛନ୍ତି । କିଛିଦିନ ତଳେ ଜମିଜମା ମାମଲାକୁ କେନ୍ଦ୍ରକରି ଯୁବକଙ୍କୁ

ଯାଜପୁରର ୧୩ ଟି ସ୍ଥାନ କଂଟେନମେଂଟ ମୁକ୍ତ

ଯାଜପୁର- ଯାଜପୁରରେ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେତେକ ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଥିଲା । ଏଯାବତ୍ ଯାଜପୁରରେ ୨୨୫ ଆକ୍ରାନ୍ତ ଚିହ୍ନଟ ହୋଇଥବା ବେଳେ ୭୧ ସୁସ୍ଥ ହୋଇଛନ୍ତି । ୧୭୧ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । କଂଟେନମେଂଟ ଅଂଚଳରୁ ନୂଆ

ଦେଶରେ ୭୮ ହଜାର ମୃତ୍ୟୁ ରୋକି ପାରିଛି ଲକ୍‌ଡାଉନ୍‌

ନୂଆଦିଲ୍ଲୀ:ଦେଶରେ ଲକ୍ଡ଼ାଉନ୍ ର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୧.୪ ରୁ ୨.୯ ନିୟୁତ କରୋନାଭାଇରସ୍ ସଂକ୍ରମଣ ଏବଂ ୫୪୦୦୦ ମୃତ୍ୟୁ ରୋକି ପାରିଛି ବୋଲି ନୀତି ଆୟୋଗ ସଦସ୍ୟ ବିନୋଦ ପଲଙ୍କ ଦ୍ବାରା ରିଲିଜ୍ ହୋଇଥିବା ସରକାରୀ ଡାଟାରୁ ଜଣାପଡ଼ିଛି। ଡାଟା ବିଶ୍ଳେଷଣରେ ଭିନ୍ନ ଭିନ୍ନ