ପ୍ରବାସୀଙ୍କ ପାଇଁ ଜାତୀୟସ୍ତରରେ ଡାଟା ବେସ୍ ପ୍ରସ୍ତୁତ
ଭୁବନେଶ୍ୱର- ପ୍ରବାସୀଙ୍କ ପାଇଁ ଜାତୀୟସ୍ତରରେ ଡାଟା ବେସ୍ ପ୍ରସ୍ତୁତ ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ଓଡିଶା ସରକାର । ରାଜ୍ୟ ବାହାରୁ ଅସୁଥିବା ପ୍ରବାସୀ ଓଡିଆ ଏବଂ ରାଜ୍ୟ ଭିତରେ ଥିବା ଅନ୍ୟ ରାଜ୍ୟର ଶ୍ରମିକ ମାନଙ୍କୁ ୨ ମାସ ପର୍ଯ୍ୟନ୍ତ ମୁଣ୍ଡପିଛା ୫ କିଲୋ ଚାଉଳ ପରିବାର ପିଛା ୧!-->…