ଅମ୍ଫାନରେ ୪୫ ଲକ୍ଷ ଲୋକ ପ୍ରଭାବିତ
ଭୁବନେଶ୍ୱର- ଅମ୍ଫାନ ବାତ୍ୟା ଯୋଗୁ ରାଜ୍ୟର ୮୯ଟି ବ୍ଳକ,୧୫୦୦ ଗ୍ରାମପଂଚାୟତ ଏବଂ ୪୪ ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏତଦ ବ୍ୟତିତ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ରାଜ୍ୟରେ ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଏଥି ସହ ୨୧୦ଟି ମେଡିକାଲ ଟିମ!-->…