‘ଅମ୍ଫାନ୍’: ଉତ୍ତର ପୂର୍ବ ଦିଗରେ ଗତିକରୁଛି
କୋଲକାତା: ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ସନ୍ଧ୍ୟା ୭ଟା ୨୫ମିନିଟରେ ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବା ପରେ ଏହା ପଶ୍ଚିମବଙ୍ଗ ଉପରଦେଇ ଉତ୍ତର ପୂର୍ବ ଦିଗକୁ ଗତିକରୁଛି ଏବଂ ସାମୁଦ୍ରିକ ବାତ୍ୟାରୁ ଏହା ଭୀଷଣ ଅବପାତରେ!-->…