ନନ୍ଦନକାନନରେ ଭାରତୀୟ ସିଂହ ବଂଶ ବୃଦ୍ଧି ଆଶା ଉଜ୍ଜଳ
ନନ୍ଦନକାନନ୍: ବହୁ ଦିନର ଅପେକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାରତୀୟ ସିଂହ ବଂଶ ବୃଦ୍ଧିର ଶୁଭ ସଂଙ୍କେତ ମିଳିଛି । ଆଉ କିଛି ଦିନ ମଧ୍ୟରେ ସିଂହୀ ‘ବିଜିଲ ’ ମା’ ହେବାକୁ ଯାଉଛି । ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ଅଛନ୍ତି । ସିଂହୀ ଶାବକ ଜନ୍ମ କରିବା ପାଇଁ ତାର!-->…