କୋରାପୁଟ୍ ଜିଲ୍ଲାରେ ୭ ଦିନିଆ ଲକଡାଉନ୍

ଜୟପୁର: କୋରାପୁଟ ଜିଲ୍ଲାରେ ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ୭ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ଜିଲ୍ଲାପାଳ । କୋରାପୁଟ୍, ଜୟପୁର, ସୁନାବେଡା, ମୁନିସପାଲଟି ଓ କୋଟପାଡ ଏନଏସି ଅଂଚଳକୁ ଲକଡାଉନ୍ ଘୋଷଣା କରାଯାଇଛି । ତେବେ ଲକଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ଜଣାପଡିଛି ।

Leave A Reply

Your email address will not be published.

five − 3 =