ବଢିଲା ବସ୍ ଭଡା ପ୍ରମୁଖ ଖବରରାଜ୍ୟ By Nyayabati Live Last updated Jun 17, 2020 134 0 ଏସି ଡିଲକ୍ସ ୧ ଟଙ୍କା ୧୭ ପଇସାରୁ ୧ ଟଙ୍କା ୨୩ ପଇସାକୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ଘରୋଇ ବସ୍ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଶେଷଥର ପାଇଁ ମାର୍ଚ୍ଚ ୨୧ ତାରିଖରେ ବସ୍ ଭଡା କମିଥିଲା । ସେତେବେଳେ ତୈଳ ଦର କମ୍ ହୋଇଥିଲା । 0 134 Share