ବିଶ୍ୱ ଧଳାବାଡ଼ି ଦିବସ ପାଳିତ

ବ୍ରହ୍ମପୁର: ଦୃଷ୍ଟିହୀନ ବ୍ୟକ୍ତିମାନେ ସମାଜରେ କିପରି ସ୍ୱାଧୀନ ଭାବେ ଜୀବନ ଯାପନ କରିପାରିବେ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉଫେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖରେ ବିଶ୍ୱ ଧଳାବାଡ଼ି ଦିବସ ପାଳନ କରାଯାଉଛି ବେ।ଲି ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ପ୍ରତିଷ୍ଠାତା ସଭାପତି ବିଜୟ କୁମାର ରଥ ପ୍ରକାଶ କରିବା ସହିତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦୃଷ୍ଟିହୀନମାନଙ୍କ ସଫଳତାକୁ ଦୃଷ୍ଟିରେ ରଖି ୧୯୬୪ ମସିହାରୁ ଏହି ଦିବସ ପାଳିତ

ହେଇଅ।ସୁଛି ବେ।ଲି କହିଛନ୍ତି । ଗୁରୁବାର ସ୍ଥାନୀୟ ଅ।ମ୍ବପୁଅ।ସ୍ଥିତ ପ୍ରତିଷ୍ଠାନ କାର୍ୟାଳୟ ପରିସର ମଧ୍ୟରେ ଧଳାବାଡ଼ି ଫିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅ ।ସିଥିବା ୧୩୫ ଜଣ ଦୃଷ୍ଟିହୀନଙ୍କୁ ଧଳାବାଡ଼ି ବଣ୍ଟନ କରାଯାଇଥିଲା । ପ୍ରତିଷ୍ଠାନର ସଭାପତି ବିଜୟ କୁମାର ରଥଙ୍କ ଅ।ବାହକତ୍ୱରେ ଅ।ୟେ।ଜିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରବି ରଥ ମୁଖ୍ୟଅତିଥି ଭାବେ ଯେ ।ଗ ଫେଇଥିଲେ । ସମ୍ମାନିତ ଅତିଥି ଭାବେ ବୈଜ୍ଞାନିକ ଡ଼. ଡ଼ମ୍ବୁରୁଧର ସାହୁ, ଲେଖକ କପିଳ ଚନ୍ଦ୍ର ମହାନ୍ତି, ସାହିତ୍ୟକ ସୁଶାନ୍ତ କୁମାର କର, ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ ପ୍ରମୁଖ ଯେ।ଗଫେଇ ଦୃଷ୍ଟିହୀନମାନଙ୍କୁ ଉତ୍ସାହିତ କରିବା ସହ ସେମାନେ ଯେଭଳି ଅ।ତ୍ମନିର୍ଭରଶୀଳ ହେ।ଇପାରିବେ ସେ ଫିଗରେ ସରକାରୀ ଓ ବେସରକାରୀ ସଂସ୍ଥାମାନେ ସହଯେ।ଗର ହାତ ବଢ଼ାଇବା ପାଇଁ ଅ।ହ୍ୱାନ ଫେଇଥିଲେ । ଶେଷରେ ଅନୁଷ୍ଠାନର କର୍ମକର୍ତା ଅବସରପ୍ରାପ୍ତ ଶିକ୍ଷକ ରଜନୀକାନ୍ତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

nineteen − five =