ବୀରମିତ୍ରପୁର: ନିଲମ୍ବିତ ଆଇଆଇସି ବହିଷ୍କୃତ

ରାଉରକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା ର ନିଲମ୍ବିତ ପୁର୍ବତନ ଆଇଆଇସି ଆନନ୍ଦ ମାଝୀଙ୍କୁ ପୋଲିସ ମହାନିର୍ଦେଶକ ଅଭୟ ଆଜି ଚାକିରୀରୁ ବହିଷ୍କୃତ କରିଛନ୍ତି । ପୁଲିସ ମହାନିର୍ଦେଶକ ଅଭୟ ଟ୍ୱିଟ ଯୋଗେ ଏନେଇ ସୁଚନା ଦେଇଛନ୍ତି । ଟ୍ୱିଟରେ ପୁଲିସ ମହାନିର୍ଦେଶକ ଲେଖିଛନ୍ତି ଜଣେ କାର୍ଯ୍ୟରତ ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟ ପୁଲିସ ବିଭାଗକୁ ଲଜ୍ଜିତ ଓ ନିନ୍ଦିତ କରିଛି । ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥି ବୋଲି ଡିଜିପି କହିଛନ୍ତି ।

Leave A Reply

Your email address will not be published.

20 − 1 =