ରାଜ୍ୟରୁ ୬୫ ନୂଆ ପଜିଟିଭ ଚିହ୍ନଟ ପ୍ରମୁଖ ଖବରରାଜ୍ୟ By Nyayabati Live Last updated Feb 20, 2021 142 0 ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୬୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୮, ସ୍ଥାନୀୟ ୨୭। ମୋଟ ପଜିଟିଭ ସଂଖ୍ୟା ୩,୩୬,୫୭୮ରେ ପହଞ୍ଚିଛି। ୩,୩୩,୯୮୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୩୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। 0 142 Share