ରାଜ୍ୟରେ ଟିକା ଅଭାବ: ୧୦୭୩ କେନ୍ଦ୍ର ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ୩ଟି ଜିଲ୍ଲା ତଥା ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟରେ ସମ୍ପୂର୍ଣ୍ଣ ଭାବେ ଟିକା କରଣ ବନ୍ଦ ରହିଛିଥିବା ବେଳେ ରାଜ୍ୟର ୧୫୦୦ ଟିକାକରଣ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ଟିକା ନଥିବାରୁ ଟିକାକରଣ ବନ୍ଦ ରଖାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏବେ ମାତ୍ର ୪୨୭ କେନ୍ଦ୍ରରେ ଟିକା ଦାନ ଜାରି ରହିଛି । ସେ ଅହୁରି କହିଛନ୍ତି ଯେ, ୧୦ଟି ଜିଲ୍ଲାର ସହରାଂଚଳରେ ହୋଇଥିବା ସପ୍ତାହାନ୍ତ ସଟଡାଉନ ଯୋଗୁ ଟିକାକରଣ ବନ୍ଦ ରଖାଯାଇଛି । ରାଜ୍ୟରେ ଯେତିକି ଟିକା ରହିଛି, ତାହା ଦ୍ୱାରା ୨ରୁ ୩ ଦିନ ଟିକାକରଣ ହୋଇ

Leave A Reply

Your email address will not be published.

twenty − 10 =