ହୋଲିରେ ଲାଗିଲା କଟକଣା

କଟକ: ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ହୋଲି ଓ ଦୋଳ ମେଳନ ଉସôବ ଉପରେ କଟକଣା ଜାରି କରିଛନ୍ତି । ଦୋଳ ମେଳନରେ ୨୦୦ ଲୋକରୁ ଉଦ୍ଧ୍ୱର୍ ଗହଳି ନିଷିଦ୍ଧ ହୋଇଥିଲା ବେଳେ ଡାକବାଜି ଯନ୍ତ୍ର ବାଜିବା ଉପରେ କଟକଣା ଜାରି କରାଯାଇଛି । ସେହିପରି ଦୋଳ ବିମାନରେ ୧୦ରୁ ଅଧିକ ଲୋକ ରହିପାରିବେନି । ନିଜ ଘରେ ହୋଲି ଖେଳିବା ପାଇଁ ଜିଲ୍ଲାପ୍ରଶାସନ ଜନସାଧାରଣ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

4 × 2 =