୫୦୦ ବର୍ଷରେ ୩୨ ଥର ବନ୍ଦ

କରୋନା ଯୋଗୁଁ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେଇଛନ୍ତି । ଏପରି ସ୍ଥିତିରେ ବିନା ଭକ୍ତରେ ରଥଯାତ୍ରା କରିବାକକୁ କେହିକେହି ମତ ଦେଉଛନ୍ତି । ମେସିନ ଓ ହାତୀ ଲଗାଇ ରଥଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଉଛି । ତେବେ କେବଳଳ ଏହିବର୍ଷ ନୁହେଁ, ଅତୀତରେ ବିଭିନ୍ନ କାରଣ ଯୋଗୁଁ ବହୁବାର ରଥଯାତ୍ରା ବାତିଲ ହୋଇଥିବା ଇତିହାସରେ ଉଲ୍ଲେଖ ରହିଛି । ମୁସଲମାନଙ୍କ ଆକ୍ରମଣ ଯୋଗୁଁ ବହୁବାର ରଥଯାତ୍ରା ବନ୍ଦ କରିବାକୁ ପଡ଼ିଛି । ଏକ୍ରାମ ଖାଁ ଆକ୍ରମଣ ଯୋଗୁଁ ଶ୍ରୀକ୍ଷେତ୍ରାରେ ଏକାଦିକ୍ରମେ ୧୩ ବର୍ଷ ଓ କଳାପାହାଡ଼ ଆକ୍ରମଣ ଯୋଗୁଁ ୯ ବର୍ଷ ରଥଯାତ୍ରା ବନ୍ଦ ରହିଛି । ମୋଟ ଉପରେ ଗତ ୫୦୦ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ୩୨ ଥର ରଥଯାତ୍ରା ହୋଇଥିବା ଇତିହାସରୁ ଜଣାପଡ଼ିଛି ।

Leave A Reply

Your email address will not be published.

five × four =