୫ଦିନିଆ ବରଗଡ ସଟଡାଉନ


ବରଗଡ- ବରଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିବାରୁ ବରଗଡ ଜିଲ୍ଲା ପ୍ରଶାସନ ୫ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ଜୁଲାଇ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ସଟଡାଉନ ବଳବତର ରହିବ । ଦୁଇଟି ପର୍ଯ୍ୟୟରେ ସଟଡାଉନ କରାଯିବ । ପ୍ରଥମ ପର୍ଯ୍ୟାୟ ଲକଡାଉନ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ୨୭ରୁ ୨୮ ତାରିଖ ପର୍ଯ୍ୟନ୍ତ । ଏହି ସମୟରେ ଲୋକଙ୍କ ଯାଆସ ଉପରେ କଟକଣା ଲଗାଯାଇଛି । ଅତ୍ୟାବଶ୍ୟକ ସମାଗ୍ରୀ ପରିବହନ କରୁଥିବା ଗାଡି ଚଳାଚଳ ବ୍ୟତିତ ଅନ୍ୟ ଗାଡି ଉପରେ କଟକଣା ଲଗାଯାଇଛି । ବିଶେଷ କରି ଦୁଇ ଚକିଆ ଯାନ ଉପରେ କଟକଣା ଳଗାଯାଇଛି । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ଅନ୍ୟ ସମସ୍ତ ବ୍ୟବଷାୟିକ ପ୍ରତିଷ୍ଠାନ ବନ୍ଦ ରିହବ । ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଂସ୍ଥା ମେଡିକାଲ, କ୍ଳିନିକ, ମୋଡିସିନ ଦୋକାନ, ପେଟ୍ରୋଲପମ୍ପ ଓ କ୍ଷୀର ଦେକାନ ଖୋଲା ରହିବ । ରାସ୍ତା କଡ ଢାବା, ହୋଟଲ ଖୋଲା ରହିବ । ଖାଦ୍ୟର ହୋମଡେଲିଭେରି ମଧ୍ୟ ହୋଇପରିବ ।

Leave A Reply

Your email address will not be published.

3 × two =