ଭାରତୀୟ ଟିଭି ନ୍ୟୁଜ ଚ୍ୟାନେଲ୍ ବନ୍ଦ କଲା ନେପାଳ

କାଠମାଣ୍ଡୁ: ନେପାଳ ଓ ଭାରତ ମଧ୍ୟରେ ମତାନ୍ତର ବୃଦ୍ଧି ପାଇବାକୁ ଲାଗିଛି । ନେପାଳ ସରକାର ଆଗ ସୀମା ବିବାଦ ଆରମ୍ଭ କରିଥିବା ବେଳେ ସେଠାରେ ଏବେ ଭାରତୀୟ ନ୍ୟୁଜ ଚ୍ୟାନେଲ୍ କୁ ବନ୍ଦ କରି ଦିଆଯାଇଛି । କେବଳ ଦୂରଦର୍ଶନ ଛାଡିଦେଲେ ସେଠାରେ ଭାରତୀୟ ନ୍ୟୁଜ ଚ୍ୟାନେଲ୍ ପ୍ରସାରଣ କରାଯିବ ନାହିଁ ବୋଲି ନେପାଳ କେବୁଲ୍ ଟିଭି ଅପରେଟର ସଂଘ ସୂଚନା ଦେଇଛନ୍ତି । ଭାରତୀୟ ଟିଭି ନ୍ୟୁଜ ଚ୍ୟାନେଲ୍ ନେପାଳ ସରକାରଙ୍କ ବିରୋଧରେ ଖବର ପ୍ରସାରଣ କରୁଛି ବୋଲି ନେପାଳର କେବୁଲ୍ ଅପରେଟର ସଂଘ କହିଛି ।

Leave A Reply

Your email address will not be published.

nine − 6 =