ବିଧାୟକଙ୍କ ସହ ଦିଲ୍ଲୀରେ ସଚିନ ପାଇଲଟ୍

ନୂଆଦଲ୍ଲୀ: ରାଜସ୍ଥାନରେ ରାଜନୈତିକ ସଂକଟ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ପାଇଲଟ ମଧ୍ୟରେ ରହିଥିବା ମତଭେଦ ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ଯେଉଁଥିପାଇଁ ରାଜ୍ୟସରକାର ଓ କଂଗ୍ରେସ ସରକାର ପାଇଁ ସମସ୍ୟା ସୃଷ୍ଟି ହୋଇଛି । ପାଇଲଟ ନିଜର ୧୨ ଜଣ ସମର୍ଥକ ବିଧାୟକଙ୍କୁ ଧରି ଦିଲ୍ଲୀରେ ପହଂଚିଛନ୍ତି । ସେ କଂଗ୍ରେସର ଶୀର୍ଷ ନେତାଙ୍କୁ ଭେଟିବେ । କିନ୍ତୁ ଗେହଲଟ ଅଭିଯୋଗ କରିଛନ୍ତି ଯେ, ପାଇଲଟ ବିଜେପିରେ ମିଶିବା ଲାଗି ଦିଲ୍ଲୀ ଯାଇଛନ୍ତି ।

Leave A Reply

Your email address will not be published.

2 × 4 =