୩୯୯ ଟଙ୍କାରେ କରୋନା ଟେଷ୍ଟ

ଭୁବନେଶ୍ୱର- ଦିଲ୍ଲୀ ଆଇଆଇଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ଟେଷ୍ଟିଂ କିଟର ଶୁଭରାମ୍ଭ କରାଯାଇଛି । ଏହା ବିଶ୍ୱର ସବୁଠାରୁ ଶସ୍ତା କିଟ । ଏହାର ମୂଳ ଦର ୩୯୯ ଟଙ୍କା ରହିଛି । ଆରଏନଏ ଆଇସୋଲେସନ ଏବଂ ଲାବେରେଟୋରୀ ଚାର୍ଜସ୍ ମିଶାଇଲେ ଏହାର ଦର ୬୫୦ ଟଙ୍କା ଯାଏ ବଢିବ । ୩ ଘଂଟାରେ ଏହା ଫଳପ୍ରଦ ହୋଇପାରିବ । ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଲଂଚ କରିଛନ୍ତି । ଏହି କିଟ ଖୁବଶୀଘ୍ର ଟେଷ୍ଟିଂ ଲ୍ୟାବରେ ଉପଲବ୍ଧ ହେବ ।

Leave A Reply

Your email address will not be published.

five × 1 =