୩୦ ତାରିଖ ପୁର୍ବରୁ ବିଧାନସଭା ଅଧିବେଶନ


ଭୁବନେଶ୍ୱର: ଆସନ୍ତା ୩୦ତାରିଖ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ବିଧାନସଭାର ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ ଏନେଇ ଆଲୋଚନା ହୋଇଛି । ଗାଇଡଲାଇନ୍ସ ଆସିବା ପରେ ରାଜ୍ୟରେ କରୋନା ସ୍ଥିତି ଦେଖି ନିଷ୍ପତି ଗ୍ରହଣ କରାଯିବ । ପ୍ରଥମେ ଲୋକସଭାର କାର୍ଯ୍ୟ ଦେଖିବା ପରେ ହିଁ ନିଷ୍ପତି ନିଆଯିବ ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି । ସାଧାରଣତ ବିଧାନସଭାର ମୌସୁମି ଅଧିବେଶନ ଜୁଲାଇ ମାସରେ ବସିଥାଏ । ମାତ୍ର କରୋନା ସଂକ୍ରାମଣ ଯୋଗୁ ଅଧିବେଶନ ହୋଇପାରି ନାର୍ହି ।

Leave A Reply

Your email address will not be published.

14 − three =