କ୍ୟାପିଟାଲ ହସ୍ପିଟାଲ ଘେରିଲେ ବିକ୍ଷୋଭକାରୀ

ଭୁବନେଶ୍ୱର: ଦୁର୍ବ୍ୟବହାର କରିବା ସହ ଦରମା କାଟୁଥିବା ଅଭିଯୋଗରେ ନିର୍ଦେଶକଙ୍କ ଅଫିସ୍ ଘେରଉ କରିଛନ୍ତି ବିକ୍ଷୋଭକାରୀ । ମାସିକ ୧୦ ହଜାର ଟଙ୍କା କାୟାକଳ୍ପରେ ମିଳିଥିବା ଟଙ୍କା ଦେବାକୁ ଦାବି କରିଛନ୍ତି ସଫେଇ କର୍ମଚାରୀ । ସେମାନଙ୍କୁ ମାସିକ ୬ ହଜାର ଦିଆଯାଉଛି ବୋଲି ଜଣେ ମହିଳା କର୍ମଚାରୀ କହିଛନ୍ତି । ଆମକୁ ୧୦ ହଜାର ଟଙ୍କା ସହ କାୟାକଳ୍ପ ଓ କରୋନା ଟଙ୍କା ଦିଆନଗଲେ ସେମାନେ ଆନ୍ଦୋଳନ ହଟିବେନି ବୋଲି କହିଛନ୍ତି ।

Leave A Reply

Your email address will not be published.

six − 2 =