ହୋମ୍ କ୍ୱାରେଂଟାଇନରେ ବ୍ୟାଙ୍କର ସମସ୍ତ କର୍ମଚାରୀ

ଉଦଳା: ଉଦଳା ଷ୍ଟେଟ୍ ବ୍ୟାଙ୍କ ଶାଖାର ଫିଲ୍ଡ୍ ଅଫିସର କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମତିଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି । ଏଥି ସହିତ ପ୍ରସାସନ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଂଟାଇନ୍ ରହିବାକୁ ନିର୍ଦେଶ ଦିଆଯାଇଛି । ତେବେ ବ୍ୟାଙ୍କରେ ଲୋକଙ୍କ ଟଙ୍କା ନେଣ ଦେଣ କାରବାର ଦାୟିତ୍ୱରେ ଥିବା ଫିଲ୍ଡ ଅଫିସର କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି ।

Leave A Reply

Your email address will not be published.

1 × 5 =