ଅଗଷ୍ଟ ୮ରେ ପରବର୍ତି ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଭିଡିଓ କନଫରେନ୍ସିଂରେ ଶୁଣାଣି ହୋଇଛି । ମହାନଦୀ ସହିତ ଜଡିତ ମୁଖ୍ୟ ପ୍ରସଙ୍ଗ ଗୁଡିକୁ ଚୁଡାନ୍ତ କରିଥିଲେ ଟ୍ରିବ୍ୟୁନାଲ । ୪୦ରୁ ଅଧିକ ପ୍ରସଙ୍ଗ ଚୂଡାନ୍ତ ହୋଇଥିବା ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତି । ଓଡିଶା ପକ୍ଷରୁ ୨୮ ଟି ପ୍ରସଙ୍ଗରେ ବିଚାର କରିବାକୁ ଦାବି କରାଯାଇଥିବା ବେଳେ , ଛତିଶଗଡ ପକ୍ଷରୁ ୨୧ଟି ପ୍ରସଙ୍ଗରେ ଶୁଣାଣି ପାଇଁ ଦାବି କରାଯାଇଥିଲା । ମାମଲାର ପରବର୍ତି ଶୁଣାଣି ଅଗଷ୍ଟ ୮ ରେ ହେବ ।

Leave A Reply

Your email address will not be published.

19 + seven =