ମୋବାଇଲ୍ ଭ୍ୟାନରେ କରୋନା ଟେଷ୍ଟ୍

ଭୁବନେଶ୍ୱର: ରାଜ୍ୟରେ ଆଗକୁ ମୋବାଇଲ ଭ୍ୟାନ ବୁଲାଯାଇ କରୋନା ଟେଷ୍ଟ ହେବ । ସରକାର ଏନେଇ ନିଷ୍ପତି ନେବାର ସୂଚନା ମିଳିଛି । ଏବେ ଗଞ୍ଜାମରେ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଆଂଟିଯେନ ଟେଷ୍ଟ ହେଉଛି । କରୋନାର ସ୍ଥିତି ରାଜ୍ୟରେ ବେକାବୁ ହେବାରେ ଲାଗିଛି । ଖୋର୍ଦ୍ଧା, ଗଞ୍ଜାମ, କଟକରେ କରୋନା ସ୍ଥିତି ଅଣଆୟତ ହେବାରେ ଲାଗିଛି । ସେରୋ ସର୍ଭିଲାନ୍ସ ରିପୋର୍ଟ ଅନୁସାରେ ଅଗଷ୍ଟ ମାସରୁ ଦୈନିକ ୧୫ ହଜାର ଟେଷ୍ଟ କରିବାକୁ କୁହାଯାଇଛି ।

Leave A Reply

Your email address will not be published.

eleven − 3 =