୪ଟି ହସ୍ପିଟାଲ ନଯିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

କଟକ: ଅତି ଜରୁରୀ ନଥିଲେ କଟକର ୪ଟି ହସ୍ପିଟାଲ ନଯିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ । ସେଗୁଡିକ ହେଲା ଆଚାର୍ଯ୍ୟ ହରିହର, ଏସସିବି, ଶିଶୁ ଭବନ ଓ ସିଟି ହସ୍ପିଟାଲ । ସହରରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ବେଳେ ପରିସ୍ଥିତି ନଜରରେ ରଖି ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କଥା କହିଛନ୍ତି ଜିଲ୍ଲାପାଳ । କୋଭିଡ କଟକଣା ଭିତରେ ୮ ତାରିଖ ଯାଏଁ କଟକରେ ସଟ୍ଡାଉନ୍ ଜାରି ରହିଛି । ବିଭିନ୍ନ ଛକ ଗୁଡିକରେ ପୋଲିସ୍ କଡା ପେଟ୍ରୋଲିଂ କରୁଛି ।

Leave A Reply

Your email address will not be published.

4 × 5 =