୧୮ ନାରୀନେତ୍ରୀଙ୍କୁ ଜିଲ୍ଲା ସାଂଗଠନିକ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ରାଜ୍ୟ ମହିଳା କମିଟିରେ ବରିଷ୍ଟ ନାରୀନେତ୍ରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ୧୮ ନାରୀନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଂଗଠନିକ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାରୀନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରକୁ କେନ୍ଦୁଝର ଜିଲ୍ଲା, ଗୀତା ବସ୍ତିଆ-ଗଜପତି, ଗଞ୍ଜାମ, କସ୍ତୁରି ମହାପାତ୍ର-ପୁରୀ, ଖୋର୍ଦ୍ଧା ଓ ଭୁବନେଶ୍ୱର, ଉର୍ମିଲତା ଦାସ-ଭଦ୍ରକ ଓ ମୟୁରଭଞ୍ଜ, ପ୍ରଭାସିନି ଷଡଙ୍ଗୀ-କଟକ, ଜ୍ୟୋତି ପାଣିଗ୍ରାହୀ-ଝାରସୁଗୁଡା ଓ ସୁନ୍ଦରଗଡ, ସ୍ନିଗ୍ଧାପାଣିଗ୍ରାହି ରାୟଗଡା, ନବରଙ୍ଗପୁର, ନିବେଦିତାମହାନ୍ତି _କୋରାପୁଟ, ମାଲକାନାଗିରି, କୁଞ୍ଜଲତା ସାମଲ-ନୟାଗଡ, ପୁଷ୍ପାଞ୍ଜଳି ରାଣା-ଅନୁଗୁଳ, ଦେବଗଡ, ଢେଙ୍କାନାଳ, ମୀନତି ଦେବତା _ସମ୍ବଲପୁର, ବରଗଡ, ଭାରତୀସିହଂ ବାଲେଶ୍ୱର, ସରୋଜିନୀରାଜବଲାଙ୍ଗୀର, ସୋନପୁର, ସଂଘମିତ୍ରା ଦଳାଇ-କନ୍ଧମାଳ, ବୈାଦ୍ଧ, ରେଜୱାନା ବେଗମ-ଯାଯପୁର, ମୀନା ରାଉତ-କେନ୍ଦ୍ରାପଡ, ସ୍ନେହାଞ୍ଜଳୀ ମହାନ୍ତି-ଜଗତସିଂହପୁର, ସଞ୍ଜୁକ୍ତା ମହାନ୍ତି-କଳାହାଣ୍ଡି, ନୂଆପଡା ।

Leave A Reply

Your email address will not be published.

nineteen + three =