ବୀଣାପାଣି ମହାନ୍ତିଙ୍କୁ ଦିଆଯିବ ଅତିବଡୀ ପୁରଷ୍କାର

ଭୁବନେଶ୍ୱର: ଓଡିଶା ସାହିତ୍ୟ ଏକାଡେମୀ ଇତିହାସରେ ଆଜି ଦିନଟି ସ୍ୱନକ୍ଷେତ୍ର ଦିବସ । ଏହି ଦିବସ ଅବସରରେ ପ୍ରଖ୍ୟାତ କଥାଶିଳ୍ପୀ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ସର୍ବୋଚ୍ଚ ସମ୍ମାନ ଅତିବଡୀ ଜଗନ୍ନାଥ ପୁରଷ୍କାର ପ୍ରଦାନ କରାଯିବ । କରୋନା କଟକଣା ହେତୁ ୪ ଜଣ ବ୍ୟକ୍ତିଙ୍କ ଉପସ୍ଥିତିରେ କଟକ ବାସଭବନରେ ତାଙ୍କୁ ପୁରଷ୍କାର ପ୍ରଦାନ କରାଯିିବାର ସୂଚନା ମିଳିଛି । ଯେଉଁଥିରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ ଓ ଓଡିଆ ସାହିତ୍ୟ ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ ଉପସ୍ଥିତ ରହିବେ ।

Leave A Reply

Your email address will not be published.

eighteen − 12 =