ଖୋର୍ଦ୍ଧା- ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଉନ୍ମୁତ କାଣ୍ଡ । କାର୍ଯ୍ୟରତ ଦୁଇ ଡାକ୍ତାର ଡ.ଶ୍ୟାମପ୍ରଶନ ମିତ୍ର ଓ ଡ.ଶୁଭ୍ରାଶୁଂ କୁମାର ସାହୁଙ୍କ ଉପରେ ଆକ୍ରମଣ କରିଛି ଜଣେ ଦୃବୁତ । ଦୃବୁତ ଜଣଙ୍କ ପିଭିସ ପାଇପ ଧରି ମୋଡିକାଲ ଭିତରକୁ ପ୍ରବେଶ କରି ଡାକ୍ତରଙ୍କ ଉପରେ ଆକ୍ରଣ କରିଥିଲା । ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲା । ଖୋର୍ଦ୍ଧା ସିଡିଏମଓ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ସହ କଏଦ ହୋଇଥିବା ଘଟଣାକୁ ପୋଲିସଙ୍କୁ ଦେଖାଇଛନ୍ତି । ମୋଡିକାଲ ସିକ୍ୟୁରିଟି କର୍ମଚାରୀଙ୍କ ଉପସ୍ଥିତିରେ ଏଭଳି ଘଟଣା ହୋଇଛି । ସଂପୃକ୍ତ ଡାକ୍ତର ନ୍ୟାୟ ନପାଇବା ପର୍ଯ୍ୟନ୍ତ କମାରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି ।