ଏସ୍ସିବିରେ ଏକ୍ମୋ ୟୁନିଟ୍ ପାଇଁ ଆଜି ଖୋଲିବ ଟେଣ୍ଡର
କଟକ: କଟକ ବଡ ଡାକ୍ତରଖାନାରେ ଏକ୍ମୋ (ଏକ୍ସଟ୍ରାକର୍ପୋରିଏଲ ମେମ୍ବ୍ରେନ ଅକ୍ସିଜିନେସନ୍) ୟୁନିଟ୍ ଖୋଲିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି । ଏସ୍ସିବି ମେଡିକାଲର ବରିଷ୍ଠ ଡାକ୍ତରମାନଙ୍କୁ ନେଇ ଗଠିତ କମିଟିର ପରାମର୍ଶ କ୍ରମେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ!-->…
Read More...
Read More...