Browsing Category

ସ୍ବାସ୍ଥ୍ୟ

ରାଜ୍ୟରେ ୧୨,୫୨୩ ପଜିଟିଭ ଚିହ୍ନଟ,୨୭ ମୃତ

ଭୁବନେଶ୍ୱର: ଗତ ୨୪ ଘଂଟା ଭିତରେ ରାଜ୍ୟରେ ୧୨,୫୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୭୦୧୨ ଚିହ୍ନଟ ହୋଇଥିବା ବେଳେ ୫୫୧୧ ଜଣ ହେଉଛନ୍ତି । ସ୍ଥାନୀୟ ଆକ୍ରାନ୍ତ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଂଟାରେ
Read More...

ବାଳାଶ୍ରମ କର୍ମଚାରୀଙ୍କୁ ଟୀକାକରଣ କରାଗଲା

ଯାଜପୁର :ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଳାଶ୍ରମ ତଥା ଅନ୍ୟାନ୍ୟ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ଏବଂ ଚାଇଲଡ ଲାଇନର କର୍ମକର୍ତା ମାନଙ୍କୁ କରୋନା ଟୀକାକରଣ କରାଯାଇଚ୍ଥି । ଯାଜପୁର ସହର ସ୍ଥିତ ଉତ୍କଳ ବାଳାଶ୍ରମ ଓ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ମୋଟ ୨୩ ଜଣ କର୍ମଚାରୀଙ୍କୁ ପ୍ରଥମ
Read More...

ରାଜ୍ୟରେ ସଂକ୍ରମଣ ପୁଣି ୧୧ହଜାର ପାର୍

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଗତ ୩ଦିନ ଧରି ୧୦ହଜାରରେ ସ୍ଥିର ରହିବା ପରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ପାର୍ ହୋଇଛି । ରାଜ୍ୟରେ ଆଜି ଦିନକରେ ୧୧,୦୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୨୧୪ ଏବଂ ସ୍ଥାନୀୟ ସଂକ୍ରମିତ
Read More...

ମାଲକାନଗିରିରେ ପ୍ରଥମ ଡୋଜ୍ ନେଲେଣି ୬୯ ହଜାର

ମାଲକାନଗିରି : କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ ସଂଖ୍‌ଯା ମଧ୍‌ଯ ତତୋଧିକ ବୃଦ୍ଧି ପାଇଛି । ବର୍ତ୍ତମାନ ସର୍ବତ୍ର ମରଣର କୋକୟା ଭୟ ସୃଷ୍ଟି ହୋଇଛି । ଦିନ ରାତି ମଶାଣୀରେ ଜୁଇ ଜଳୁଛି । ମଣିଷ ବଞ୍ଚବା ପାଇଁ ତ୍ରାହି ତ୍ରାହି ଡାକୁଛି । କିଏ
Read More...

ଏଣିକି ଦିନକୁ ୭୦ ହଜାର କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି ।ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂକ୍ରମଣ କମିବା ମଧ୍ୟ ଆରମ୍ଭ କରିଛି । ରାଜ୍ୟରେ ପଜିଟିଭ୍ ହାର ମଧ୍ୟ କମିଛି । ଏ ସବୁ
Read More...

ଦେଶରେ ରେକର୍ଡ ଭାଙ୍ଗିଲା କରୋନା ମୃତ୍ୟୁ ଦିନକରେ ୪୩୨୯ ମୃତ : ଆଉ ୨,୬୩,୫୩୩ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଥମିବାର ନାଁ ଧରୁନାହିଁ । ଆଜି ଦେଶରେ ୪୩୨୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଯାହାକି ସର୍ବକାଳୀନ ରେକର୍ଡ । ମହାମାରୀ ସଂକ୍ରମଣ ହେଲା ଦିନଠାରୁ ଦେଶର
Read More...

୧୯ ଲକ୍ଷ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ରାଜ୍ୟରେ ଟିକା ଅଭାବ ଯୋଗୁଁ ଏବେ ୧୯ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଅଛନ୍ତି । ରାଜ୍ୟକୁ ତୁରନ୍ତ ପ୍ରର୍ଯ୍ୟାପ୍ତ ଟିକା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ
Read More...

ଟିକା ଉପରୁ ପାଟେଂଟ ଛାଡ ପ୍ରସ୍ତାବକୁ ସମର୍ଥନ କଲା ଚୀନ୍

ବେଜିଂ: ଭାରତ ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ କୋଭିଡ-୧୯ ଟିକା କ୍ଷେତ୍ରରେ କେତେକ ଅଧିକାର ବ୍ୟବସ୍ଥା ଛାଡ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଚୀନ ସମର୍ଥନ ଜଣାଇଛି । ଦୁଇ ରାଷ୍ଟ୍ର ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ ଗତବର୍ଷ ଅକ୍ଟୋବରରେ ଏହି ପ୍ରସ୍ତାବ ରଖିଥିଲେ । ଚୀନ କହିଛି, କୋଭିଡ
Read More...

ଦେଶରେ ୩ଲକ୍ଷ ତଳକୁ ଖସିଲା ସଂକ୍ରମଣ : ୪,୧୦୬ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦୀର୍ଘ ୨୬ ଦିନ ପରେ ୩ଲକ୍ଷ ତଳକୁ ହ୍ରାସ ପାଇଛି । ଆଜି ଦେଶରେ ଦିନକରେ ୨,୮୧,୩୮୬ କରୋନା ସଂକ୍ରମିତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ଏପ୍ରିଲ ମାସ ୨୨ତାରିଖ ଦିନ ପ୍ରଥମ ଥର ପାଇଁ ଦେଶରେ ସଂକ୍ରମଣ ୩ଲକ୍ଷ ଅତିକ୍ରମ କରିଥିଲା ।
Read More...

ଡିଆରଡିଓ ଔଷଧ ୨-ଡିଜିର ଶୁଭାରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ପ୍ରସ୍ତୁତ କରିଥିବା ୨-ଡିଜି ଔଷଧର ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଶୁଭାରମ୍ଭ କରିଛନ୍ତି । ଏଥିଲାଗି ଆୟୋଜିତ ଏକ ଉତ୍ସବରେ ଉଭୟ
Read More...