Browsing Category

ସ୍ବାସ୍ଥ୍ୟ

ମହାମାରୀ କରୋନା ପାଇଁ ଶୂନ୍ୟ ହୋଇଯାଉଛି ପରିବାର

କଟକ : ଆମ ଦେଶର ତଥା ରାଜ୍ୟର ଅବସ୍ଥା ମହାମାରୀ ଭୂତାଣୁ ପାଇଁ ଆଜି ଅସମ୍ଭାଳ ପରିସ୍ଥିତ ସୃଷ୍ଟି ହୋଇଛି । ଏହି ଭୂତାଣୁ ସଂକ୍ରମଣ ପ୍ରଭାବରେ ଆକ୍ରାନ୍ତ ହୋଇ ଗୋଟିଏ ଗୋଟିଏ ପରିବାର ଜନଶୂନ୍ୟ ହୋଇଯାଉଥିବା ଖବର ମିଳୁଛି । ଏପରିକି ଜବାନ ପୁଅ ଏହି ରୋଗରେ ପ୍ରାଣ ହରାଇଥିବା ଦୃଶ୍ୟ ଦେଖି
Read More...

ଭାରତରେ କରୋନା ସ୍ଥିତି ଭୟାବହ : ‘ହୁ’

ଜେନିଭା: ଭାରତରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଚିନ୍ତା ଜନକ ଏବଂ ମହାମାରୀର ଦ୍ୱିତୀୟ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅତିଶୟ ମାରାତ୍ମକ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବିଶ୍ୱ
Read More...

ରାଜ୍ୟରେ କରୋନା ୬ଲକ୍ଷ ପାର୍‌

ଭୁବନେଶ୍ୱର:: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ଆଜି ରାଜ୍ୟରେ ୧୧,୮୦୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୬୧୧ରୁ ଚିହ୍ନଟ ହୋଇଥିବା ବେଳେ ୫୧୯୪ ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ଅତିକ୍ରମ
Read More...

ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ବିଶେଷଜ୍ଞ କମିଟି ଗଠିତ

ଭୁବନେଶ୍ୱର: ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ଗାଇଡଲାଇନ କରିବାକୁ ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏହି କମିଟି ପୂରା ଘଟଣା ଉପରେ ନଜର ଓ ତଦାରଖ କରିବ । ସୂଚନା ଅନୁସାରେ, ଏସସିବି ମାଇକ୍ରୋ ବାୟୋଲୋଜି ବିଭାଗ ମୁଖ୍ୟ କମିଟିର ଅଧ୍ୟକ୍ଷା ରହିଛନ୍ତି
Read More...

ଗୋଆରେ ଅକ୍ସିଜେନ୍ ନେଲାଣି ୭୪ ଜୀବନ

ପାନାଜୀ: ଡାକ୍ତରୀ ଅମ୍ଲଜାନ ଅଭାବରୁ ଗତ ୪ ଦିନରେ ରାଜ୍ୟର ବୃହତମ କୋଭିଡ୍ ଚିକିତ୍ସାଳୟ ‘ଗୋଆ’ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ’ରେ ୭୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ଗତରାତି ୨ଟାରୁ ଆଜି ସକାଳ ୬ଟା ମଧ୍ୟରେ ୧୩ ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ଗୁରୁବାର ବଡି ଭୋର୍ ସୁଦ୍ଧା ଅନ୍ୟ ୧୫
Read More...

ଏଣିକି ୮୪ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ:ଏଣିକି ପ୍ରଥମ ଡୋଜ୍ ନେବାର ୮୪ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ମିଳିବ । ପ୍ରଥମ ଡୋଜ୍ ନେବାର ୧୨ ସପ୍ତାହ ବା ୮୪ ଦିନ ଭିତରେ କେହି ଦ୍ୱିତୀୟ ଡୋଜ୍ ନେଇପାରିବେ ନାହିଁ କିମ୍ବା ଅନଲାଇନ୍‌ରେ ସ୍ଲଟ୍ ବୁକିଂ ହୋଇପାରିବ ନାହିଁ । ତେବେ ପ୍ରଥମରୁ କୋୱିନ୍‌ରେ ସ୍ଲଟ ବୁକିଂ
Read More...

ରେକର୍ଡ ଭାଙ୍ଗିଲା ସଂକ୍ରମଣ ଓ ମୃତ୍ୟୁ

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଥମିବାର ନାଁ ଧରୁନାହିଁ । ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏପରିକି ରାଜ୍ୟରେ ବଳବତର ଥିବା ୧୪ ଦିନିଆ ତାଲାବନ୍ଦ ଏବଂ ସପ୍ତାହାନ୍ତ ସଟ୍‌ଡାଉନ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ଆଜି ଗୋଟିଏ
Read More...

ସାଂଘାତିକ ଭୁଲ୍‌: ପ୍ରଥମେ କୋଭାକ୍ସିନ ଓ ଦ୍ୱିତୀୟ ଡୋଜ କୋଭାଶିଲ୍ଡ

ମୁମ୍ବାଇ: ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଗୋଟିଏ କମ୍ପାନୀର ଟିକା ଦୁଇ ଥର ନେବେ । ହେଲେ ମହାରାଷ୍ଟ୍ରରେ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି ଚରମ ଅବହେଳା । ବୃଦ୍ଧଜଣକ ଭୁଲବଶଃତ କମ୍ ଦିନ ବ୍ୟବଧାନରେ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା
Read More...

ବିଷାକ୍ତ ମଦ ପିଇ 5 ମୃତ 7 ଗୁରୁତର

ଅଜମଗଡ଼: ଉତ୍ତରପ୍ରଦେଶ ଆମ୍ବେଦକର ନଗର ଜିଲ୍ଲାରେ ବିଷାକ୍ତ ମଦ ପିଇ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ମଙ୍ଗଳବାର ମଖଦୁମପୁର ଗ୍ରାମର କିଛି ଲୋକ ମଦ ପିଇବାର କିଛି ଘଣ୍ଟା ପରେ ହଠାତ ଅଚେତ
Read More...

ଏଣିକି ୪୨ ଦିନ ପରେ କୋଭାସିଲ୍ଡର ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ଲାଗି ରାଜ୍ୟରେ ଟିକାକରଣ ଅଭିଯାନ ଜାରୀ ରହିଥିଲା ବେଳେ ଏଣିକି ପ୍ରଥମ ଡୋଜ୍ ନେବାର ୪୨ ଦିନ ପରେ କୋଭାସିଲ୍ଡର ଦ୍ୱିତୀୟ ଡୋଜ୍ ମିଳିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଆଜି ଏକ ଘୋଷଣା ନାମା ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ
Read More...