ଇଫକୋ ଦ୍ଵାରା ପ୍ରସ୍ତୁତ ବିଶ୍ୱର ପ୍ରଥମ ନାନୋ ଡି.ଏ.ପି. ତରଳ ସାରର ଲୋକାର୍ପଣ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ : କୃଷି ଓ କୃଷକର ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଇଫକୋ ଚାଷୀ ଭାଇମାନଙ୍କ ଉଦ୍ଦେଶ୍ୟରେ ନେଇ ଆସିଛି ନାନୋ ଡି.ଏ.ପି. ତରଳ ସାର। ଏହି ନାନୋ ଡି.ଏ.ପି. ତରଳ ସାର ୫୦୦ ମି.ଲି. ବୋତଲରେ ଉପଲବ୍ଧ ଅଟେ ଏବଂ ଏକ ୫୦୦ ମି.ଲି. ବୋତଲ ଏକ ୫୦ କି.ଗ୍ରା.ଦାନାଦାର ଡି.ଏ.ପି. ବସ୍ତା ସହ!-->…
Read More...
Read More...