Browsing Category

ପ୍ରମୁଖ ଖବର

ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁଙ୍କ ଘରେ ଆୟକର ଚଢ଼ାଉ

ମୁମ୍ବଇ: ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ନିର୍ଦେଶକ ବିକାଶ ମହଲଙ୍କ ଘରେ ଆୟକର ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ଫାଣ୍ଟମ ଫିଲ୍ମ ସହିତ ଜଡ଼ିତ ରହିଛି। ବିକାଶ ବହଲ ଏହି ପ୍ରଡକ୍ସନ ହାଉସର ପ୍ରତିଷ୍ଠାତା ଥିବାବେଳେ ଅନୁରାଗ
Read More...

୨ ଛାତ୍ରଙ୍କ ମଧ୍ୟରେ ଛୁରାମାଡ

ଗଞ୍ଜାମ : ଗଞ୍ଜାମ ଜିଲା ଭଞ୍ଜନଗର ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ ବୋରସିଙ୍ଗ ଆଞ୍ଚଳିକ ସ୍କୁଲ ଭିତରେ ଅଭାବନୀୟ ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ସହ ଛୁରାମାଡ ହୋଇଛି। ଏଥିରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ମେଡିକାଲରେ
Read More...

କରୋନା ମହାମାରୀ ଶେଷ ହେବା ଭାବିବା ଅବାସ୍ତବ: ହୁ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱବାସୀ ଭୟ ଓ ଆତଙ୍କ ଭିତରେ ରହିଥିବା ବେଳେ ଚଳିତବର୍ଷ ଶେଷ ସୁଦ୍ଧା କରୋନା ମହାମାରୀ ପୂରା ପୂରି ଭାବେ ପୃଥିବୀରୁ ଶେଷ ହୋଇଯିବ ବୋଲି ଭାବିବା ଅବାସ୍ତବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ମାତ୍ର ହଁ ବର୍ତମାନ
Read More...

ଏବର୍ଷ ମାର୍ଚ୍ଚରୁ-ମେ ପ୍ରବଳ ତାତି

ନୁଆଦିଲ୍ଲୀ: ଏବର୍ଷ ଗ୍ରୀଷ୍ମ ପ୍ରଭାବକୁ ନେଇ ପୁର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) । ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଉତର, ଉତର ପୁର୍ବ, ପୁର୍ବ ଏବଂ ପଶ୍ଚିମ ଭାରତର କିଛି ଅଞ୍ଚଳରେ ଦିନ ବେଳା ଗ୍ରୀଷ୍ମ ପ୍ରଭାବ ସାଧାରଣରୁ ଅଧିକ ଅନୁଭୁତ ହେବ ବୋଲି ଭାରତୀୟ
Read More...

ଓଡ଼ିଶାରେ ସୃଜନଶୀଳତାର ପ୍ରବାହ ରହିଛି: ରାଜ୍ୟପାଳ

ଭୁବନେଶ୍ୱର:ଓଡ଼ିଶା ଏକ ଭୂଗୋଳ ନୁହେଁ, ଏକ ମହାଭାବ । ଏହି ମାଟିର ଦିବ୍ୟତା ରହିଛି ଏବଂ ଓଡ଼ିଆ ଭାଷା ହେଉଛି ମଂତ୍ରମୟ ଭାଷା । ଓଡ଼ିଶାର ସେବାର ସୁଯୋଗ ପାଇ ମୁଁ ନିଜକୁ ଧନ୍ୟ ମନେକରୁଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନର ଅଭିଷେକ କକ୍ଷରେ
Read More...

କଟକରୁ ୨୩ ଲକ୍ଷର ବ୍ରାଉନସୁଗାର ଜବତ

କଟକ : କଟକ ଜିଲାରେ ବାଲିଯାତ୍ରା ପଡିଆ ନିକଟରୁ ବ୍ରାଉନସୁଗାର ଜବତ ହୋଇଥିବା ନେଇ ମଙ୍ଗଳବାର ଖବର ମିଳିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୩ ଲକ୍ଷ ଟଙ୍କା ହେବ। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରି ଏହି ବ୍ରାଉନସୁଗାରକୁ ଜବତ କରିଥିବା ସହ ସମ୍ପୃକ୍ତ ଘଟଣାରେ
Read More...

ବିଶ୍ଵର ୮ମ ଧନୀ ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ଵ ବ୍ୟାପୀ ଅର୍ଥନୀତିକୁ ପ୍ରଭାବିତ କରିଛି। କିନ୍ତୁ ଦୁନିଆର ଅନେକ ଧନୀ ବ୍ୟକ୍ତି ଏହି ସମୟରେ ବେଶ୍‌ ଲାଭବାନ ହୋଇଛନ୍ତି। ହୁରୁନ ଗ୍ଲୋବାଲ ଧନୀ ତାଲିକା-୨୦୨୧ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ ଏବଂ ବିଶ୍ଵର ୮ମ
Read More...

କାର୍ଯ୍ୟ ତଦାରଖ ପାଇଁ ୧୦ ଜିଲାରେ ୧୦ ବରିଷ୍ଠ ଅଧିକାରୀ ନିଯୁକ୍ତ​‌

ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ମଙ୍ଗଳବାର ୧୦ ବରିଷ୍ଠ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ୩ ମାସ ପାଇଁ ଜିଲ୍ଲା ଦାୟିତ୍ବରେ ରହିବେ ଏହି ୧୦ ସଚିବସ୍ତରୀୟ ବରିଷ୍ଠ ଅଧିକାରୀ। ଏହି ଅଧିକାରୀମାନେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନର ସମୀକ୍ଷା କରିବେ। ମିଳିଥିବା ସୂଚନା ମୁତାବକ,
Read More...

ରାଜ୍ୟରୁ ୭୪ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତକିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେରେ ସୀମିତ ରହୁଛି। ୨୪ ଘଣ୍ଟାରେ ୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୫,ସ୍ଥାନୀୟ ୨୯। ମୋଟ ପଜିଟିଭ ୩,୩୭,୩୫୧କୁ ବୃଦ୍ଧି ପାଇଛି। ୩,୩୪,୬୪୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩୪ ସକ୍ରିୟ
Read More...

ଦେଶରେ ଦିନକରେ୧୨,୨୮୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କିଛି ଦିନରେ ଲଗାତାର ୧୬ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏଥିରେ ହ୍ରାସ ହୋଇଥିବା ଦେଖାଯାଇଛି। ୨୪ ଘଣ୍ଟାରେ ୧୨,୨୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ସଂଖ୍ୟା ୧,୧୧,୨୪,୫୨୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ
Read More...