Browsing Category

ପ୍ରମୁଖ ଖବର

ହାତୀ ଆକ୍ରମଣରେ ମାଆ ଓ ପୁଅ ମୃତ ; ବାପା ଗୁରୁତର

ସମ୍ବଲପୁର : ସମ୍ବଲପୁର ଜିଲା ଅନ୍ତର୍ଗତ ଭୋଜପୁର ରେଞ୍ଜ ଗଡାକୁନା ଗାଁ ଅଖରାଦାନ ପଡାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ହାତୀ ଆକ୍ରମଣରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମାଆ ଓ ପୁଅ ଥିବା ବେଳେ ବାପା
Read More...

ନିର୍ଦ୍ଧାରିତ ସମୟ ଅବଧିଠାରୁ ଅଧିକ ସମୟ କାମ କରାଇ ପାରିବେନି ନିର୍ମାତା, ଇଫ୍ଟଡା ଜାରି କଲା ନୋଟିସ୍‍

ମୁମ୍ବଇ: ଫିଲ୍ମ, ଟିଭି ତଥା ୱେବସିରିଜ୍‍ ନିର୍ଦ୍ଦେଶକଙ୍କ ସଂସ୍ଥା ଇଣ୍ଡିଆନ୍‍ ଫିଲ୍ମ ଆଣ୍ଡ୍‍ ଟେଲିଭିଜନ୍‍ ଡାଇରେକ୍ଟର୍ସ ଆସୋସିଏସନ୍‍(IFTDA) ନିର୍ଦ୍ଧାରିତ ସମୟ ସୀମାଠାରୁ ଅଧିକ କାମ ନ କରିବା ପାଇଁ ନିଜ ସଦସ୍ୟମାନଙ୍କୁ ନୋଟିସ୍‍ ଜାରି କରିଛି। ନିରନ୍ତର କାର୍ଯ୍ୟ ଯୋଗୁଁ ଘଟୁଥିବା
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ଶ୍ରୀଗୁଫବାରା ଅନନ୍ତନାଗର ଶଲଗୁଲ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଥିବା ବୁଧବାର ଖବର ମିଳିଛି। ବର୍ତ୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି
Read More...

ଦେଶରେ ଆଉ ପଜିଟିଭ ୧୩,୭୪୨ ; ସୁସ୍ଥତା ହାର ୯୭.୨୫%

ନୂଆଦିଲ୍ଲୀ : ଦେଶରେ ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ଅପେକ୍ଷା ଆଜି ଜଣାପଡିଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇଥିବା ଦେଖାଯାଇଛି। ୨୪ ଘଣ୍ଟାରେ ୧୩,୭୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୩୦,୧୭୬କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ
Read More...

ତୈଳ ଦରବୃଦ୍ଧି ସାମୟିକ: ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ତୈଳ ଦରବୃଦ୍ଧିକୁ ନେଇ ବିରୋଧୀଙ୍କ ଆନ୍ଦୋଳନ, ବିକ୍ଷୋଭ ଓ ପ୍ରତିବାଦ ଚାଲିଥିବାବେଳେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଚାଲିଛି ଦୋଷ ଲଦାଲଦି। କିଏ ଟିକସ ହ୍ରାସ କରିବ ସେଥିନେଇ ପରସ୍ପରକୁ ପରାମର୍ଶ ଦେଉଛନ୍ତି। ଏପରିସ୍ଥିତିରେ ତୈଳଦର ବୃଦ୍ଧି ସାମୟିକ ଏବଂ ବିଶ୍ୱ ବଜାରରେ ଉତ୍ପାଦନ
Read More...

ନିଯୁକ୍ତ ହେବେ ୬୦୬ ଆସିଷ୍ଟାଣ୍ଟ ପ୍ରଫେସର

ଭୁବନେଶ୍ବର: ଓଡ଼ିଶା ‌ଶିକ୍ଷା ସେବା(କଲେଜ ବ୍ରାଞ୍ଚ) ନିଯୁକ୍ତି ଆଇନ ୨୦୨୦ ଅନୁସାରେ ସରକାରୀ କଲେଜର ଖାଲିଥିବା ୬୦୬ ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏନେଇ ବିଭାଗର ଅତିରିକ୍ତ ଶାସନ ସଚିବ ଜେ ଏନ୍‌ ଷଡ଼ଙ୍ଗୀ ଓଡ଼ିଶା ପବ୍ଲିକ
Read More...

୧୦୦ ଟପିଲା ପେଟ୍ରୋଲ

ଭୁବନେଶ୍ୱର: କ୍ରମାଗତ ଭା‌େ‌ବ ୧୨ ଦିନ ତୈଳଦର ବଢିଥିଲେ ମଧ୍ୟ ଗତ ଦୁଇଦିନ ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା। ତୈଳଦର ବୃଦ୍ଧି ହୋଇ ନଥିବା ଦିନଗୁଡିକରେ ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳଦର ୧ ଡଲାର ଏବଂ ଦେଢ ଡଲାର ବଢିଥିଲା। ହେଲେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର
Read More...

ଜେଇଇ ମେନ୍ ପରୀକ୍ଷା ଆରମ୍ଭ

ଓଡ଼ିଆରେ ୪୭୧ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା ଭୁବନେଶ୍ୱର: ବି.ଇ ବି.ଟେକ୍, ବି.ଆର୍କ ଏବଂ ବି.ପ୍ଲାନ୍ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ର ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଥିଲା ବେଳେ ୪୭୧ ଜଣ ପରୀକ୍ଷାର୍ଥୀ ଓଡ଼ିଅରେ ପରୀକ୍ଷା
Read More...

ଇମ୍ରାନଙ୍କ ବିମାନଙ୍କୁ ଭାରତର ଅନୁମତି

ନୂଆଦିଲ୍ଲୀ: ଭାରତୀୟ ବାୟୁ ସୀମାରେ ପାକିସ୍ତାନ ବିମାନକୁ ଉଡାଣ ଲାଗି କେନ୍ଦ୍ରସରକାର ଅନୁମତି ପ୍ରଦାନ କରିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ବାୟୁସୀମା ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ କାଁଙ୍କ ବିମାନ ଉଡ଼ିବା ଲାଗି ଅନୁମତି ପାକିସ୍ତାନ ଅନୁମତି ମାଗିଥିଲା । ତେବେ
Read More...

ବିଧାନସଭାରେ ପେଟ୍ରୋଲ ତାତି

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଆଜି ବିଧାନସଭାର ଅଧିବେଶନ ଅତ୍ୟନ୍ତ ସରଗରମ ହୋଇପଡିଥିଲା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଥିବା ଆଲୋଚନାର ଉତର ଦେଇ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରି କହିଛନ୍ତ୍ି ଯେ, କେନ୍ଦ୍ର
Read More...