Browsing Category

ପ୍ରମୁଖ ଖବର

ଓଡିଶା ପାଗରେ ହଠାତ ପରିବର୍ତ୍ତନ

ଭୁବନେଶ୍ୱର : ଆଜି ସକାଳ ସମୟରୁ ଓଡିଶା ପାଗରେ ହଠାତ ପରିବର୍ତ୍ତନ ଦେଖାଯାଇଛି। ଆନ୍ଧ୍ରର ଉତ୍ତର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କାରଣରୁ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶା ପାଗରେ ପରିବର୍ତ୍ତନ ଘଟିଛି। ରାଜ୍ୟର କିଛି ଜିଲାରେ ପାଗ କୋହଲା ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି।
Read More...

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି

ଭୁବନେଶ୍ୱର : ଦେଶରେ ପୁଣି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। କୋଭିଡର ସାଂପ୍ରତିକ ସ୍ଥିତିକୁ ନେଇ ଡିଏମଇଟି ସିବିକେ ମହାନ୍ତି ଆଜି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି, ଆବଶ୍ୟକ ହେଲେ ଲକଡାଡନ ହୋଇପାରେ, ଏବେ ଲକଡାଉନର ସମ୍ଭାବନା
Read More...

କଳା ଶିକ୍ଷକଙ୍କ କେଳେଙ୍କାରୀ

ସାଲେପୁର: କଟକ ଜିଲା ସାଲେପୁର ବ୍ଲକର ଗୋପୀନାଥପୁର ମଡେଲ ହାଇସ୍କୁଲରେ ୪ବର୍ଷ ଧରି ପାର୍ଟଟାଇମ୍ କଳା ଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରୁଥିବା କୃଷ୍ଣଚନ୍ଦ୍ର ନାୟକଙ୍କୁ କଟକ ମହିଳା ଥାନା ପୁଲିସ୍ ଶୁକ୍ରବାର ଗିରଫ କରିଛି। ତାଙ୍କ ବିରୋଧରେ ୨ ଜଣ ପତ୍ନୀ ଅଭିଯୋଗ କରିବା ପରେ ମହିଳା ଥାନା
Read More...

ଟାଙ୍ଗୀବନ୍ଦାଳୋ ଟୋଲ ଗେଟ ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣା

କଟକ : କଟକ ଜିଲା ଟାଙ୍ଗୀବନ୍ଦାଳୋ ଟୋଲ ଗେଟ ନିକଟରେ ଆମ୍ବୁଲାନ୍ସରେ ରୋଗୀ ନେଇ ଆସୁଥିବା ସମୟରେ ରାସ୍ତାରେ ଠିଆ ହୋଇଥିବା କଣ୍ଟେନରକୁ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୩ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ
Read More...

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ବଜେଟ ଅଧିବେଶନର ଆଜି ତୃତୀୟ ଦିନ। ମାତ୍ର ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖାଦେଇଛି। ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଚାଷୀଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ
Read More...

ଦେଶରେ ପୁଣି ସଂକ୍ରମଣ ବୃଦ୍ଧି

ନୂଆଦିଳ୍ଲୀ : ଦେଶରେ କିଛିଦିନ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ହ୍ରାସ ପାଉଥିବା ଦେଖାଦେଇଥିବା ବେଳେ ପୁଣି ଏଥିରେ ବୃଦ୍ଧି ହେଉଥିବା ଦେଖାଯାଉଛି। ଦେଶରେ ଦିନକରେ ୧୩,୯୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୧,୦୯,୭୭,୩୮୭କୁ ବୃଦ୍ଧି ପାଇଛି।
Read More...

୨୬ରେ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ

ଭୁବନେଶ୍ୱର: ବିବାଦୀୟ ଜିଏସଟି ବ୍ୟବସ୍ଥା ଓ ଜିଏସଟି ଅଧିକାରୀଙ୍କ ଏକଚଟିଆ ମନୋଭାବକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ବା ସିଏଆଇଟି ଚଳିତ ମାସ ୨୬ ତାରିଖରେ ଭାରତବନ୍ଦ ଡାକରା ଦେଇଛି । ସିଏଆଇଟି ସୂଚନା ଦେଇଛି କି ଏହି ଭାରତବନ୍ଦକୁ ଦେଶର ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂସ୍ଥା
Read More...

ପୁଣି ବଢୁଛି ସଂକ୍ରମଣ !

ନୂଆଦିଲ୍ଲୀ: ଦେଶରେ ଚିହ୍ନଟ ୧୩,୧୯୩ ଜଣ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି ଯାହା ଗତକାଲି ରେକର୍ଡ କରାଯାଇଥିବା ସଂକ୍ରମଣସଂଖ୍ୟା ଠାରୁ ୨.୪% ଅଧିକ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଂଟା ମଧ୍ୟରେ ୧୩.୧୯୩
Read More...

ଓଡିଶାକୁ ୪ ସପ୍ତାହ ମହଲତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି କୋଟିଆ ମାମଲାର ଶୁଣାଣି ହୋଇଛି । ଆନ୍ଧ୍ର ସରକାର ଦାଖଲ କରିଥିବା ସତ୍ୟପାଠର ଜବାବ ଦାଖଲ ପାଇଁ ଓଡିଶା ସରକାରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଏଏସ୍ଖାନ୍ ୱେଲ୍କର ଓ ଦିନେଶ ମହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ସପ୍ତାହ ମହଲତ ଦେଇଛନ୍ତ । ସୂଚନାଯୋଗ୍ୟ ,
Read More...

କୁଖ୍ୟାତ ଗାଡି ଚୋର ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସକୁ ଏକ ବଡ ସଫଳତା ମିଳିଛି ବୋଲି ଶୁକ୍ରବାର ଜଣାପଡ଼ିଛି । ବ୍ରହ୍ମପୁର ପୁଲିସ କୁଖ୍ୟାତ ଗାଡି ଚୋର ଏଲ ଶିବା ରେଡିକୁ ଗିରଫ କରିଛି । ତା ନିକଟରୁ ଚୋରି ହୋଇଥବା ୯ଟି ବାଇକ ଓ ସ୍କୁଟି ଜବତ କରାଯାଇଛି । ଶିବାର ଘର ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁରରେ
Read More...