Browsing Category

ପ୍ରମୁଖ ଖବର

ବଜେଟ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ : ସଂସଦର ବଜେଟ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରୁଛନ୍ତି । କରୋନା କଟକଣା ମଧ୍ୟରେ ସଂସଦର ଏହି ଅଧିବେଶନ ଆରମ୍ଭ ହୋଇଛି।ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ କହିଛନ୍ତି, କରୋନ ମହାମାରୀ ବିରୋଧରେ ଏହି
Read More...

ଟେସଲା କରୋନା ସମୟରେ ଲାଭ କରିଛି ୭୨୧ ମିଲିୟନ ଡଲାର

ନୂଆଦିଲ୍ଲୀ: ବୁଧବାର ବିଶ୍ୱର ଅଗ୍ରଣୀ ଇଲେକ୍ଟ୍ରିକ୍ ଉତ୍ପାଦନକାରୀ କମ୍ପାନୀ ଟେସଲା ଏହାର ପ୍ରଥମ ବର୍ଷର ଲାଭ ବିଷୟରେ ସୂଚନା ଦେଇଛି। ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲାର ଚତୁର୍ଥ କ୍ବାର୍ଟରରେ କମ୍ ଆୟ ସହ ସେୟାର ହ୍ରାସ ପାଇଥିଲା। ଟେସଲାର ଉତ୍ପାଦନ ଏବଂ ବିତରଣକୁ କରୋନା
Read More...

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩୫ତମ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସହିତ ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ଲାଗି ଆଇସିଟି ଆଧାରିତ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର ୩୫ତମ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନଅଟି ପ୍ରକଳ୍ପ ଏବଂ
Read More...

କାର ଦୁର୍ଘଟଣାରେ ୧ମୃତ, ୨ ଆହତ

ଛତ୍ରପୁର: ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ଗୁରୁବାର କାର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଟାଙ୍ଗୀର ସାଜିତ ଓ ଆହତ ଦ୍ବୟ ହେଲେ ସିଦ୍ଧାର୍ଥ ପଟ୍ଟନାୟକ ଓ ରଜତ କୁମାର ନାହାକ। ସୂଚନା ଅନୁଯାୟୀ, ଏକ କାର
Read More...

ଦିଲ୍ଲୀରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୮ ରେକର୍ଡ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳ ୯ଟା୧୭ରେ ପଶ୍ଚିମ ଦିଲ୍ଲୀରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ଏହାର ତିବ୍ରତା କମ ଥିବାରୁ ଅଧିକାଂଶ ଲୋକେ ଭୂକମ୍ପ ଝଟକାକୁ
Read More...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା, ୨ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି କୁଆଖିଆ ପୁଲିସ।  ୨ ଅଭିଯୁକ୍ତ ଚିହ୍ନଟ ହୋଇଥିବା ନେଇ ଯାଜପୁର ଏସ୍‌ପି ସୂଚନା ଦେଇଛନ୍ତି। ହେଲ ସେମାନଙ୍କ ପରିଚୟ ପୁଲିସ ପକ୍ଷରୁ ଦିଆଯାଇ ନାହିଁ । ସୂଚନା ମୁତାବକ,
Read More...

ଆସନ୍ତାକାଲିଠାରୁ ଏସ୍‌ସିବି ହାଉସ୍‌ ସର୍ଜନ୍‌ଙ୍କ କାର୍ଯ୍ୟବନ୍ଦ ଧମକ

ଭୁବନେଶ୍ବର: ଆସନ୍ତାକାଲିଠାରୁ କଟକ ଏସ୍‌ସିବି ହାଉସ୍‌ ସର୍ଜନ୍‌ଙ୍କ କାର୍ଯ୍ୟବନ୍ଦ ଧମକ। ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆସନ୍ତାକାଲିଠାରୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଏସ୍‌ସିବି ହାଉସ୍‌ ସର୍ଜନ୍‌ ଧମକ ଦେଇଛନ୍ତି। ତେବେ ଜରୁରୀ ସେବା ଓ କୋଭିଡ୍‌ ଡ୍ୟୁଟି ବନ୍ଦ ନ କରିବାକୁ ନିଷ୍ପତ୍ତି
Read More...

୮ ଦିନରେ ମିଳିଲେ ୮୯୪ ନିଖୋଜ ଶିଶୁ

ଭୁବନେଶ୍ବର: ଓଡ଼ିଶାରେ ନିଖୋଜ ପିଲାଙ୍କୁ ଉଦ୍ଧାର ଓ ଖୋଜିବା ପାଇଁ ପୁଲିସ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ଏହି ସ୍ବତନ୍ତ୍ର ଅଭିଯାନ ଜାନୁଆରୀ ୧୮ରୁ ୨୫ ପର୍ଯ୍ୟନ୍ତ ଚାଲିଥିଲା। ସାରା ରାଜ୍ୟରେ ଏହି ସ୍ବତନ୍ତ୍ର ଅଭିଯାନରେ ୮୯୪ ପିଲାଙ୍କୁ ଉଦ୍ଧାର କରାଯାଇଛି, ଯେଉଁଥିରେ ୯୪ଜଣ ବାଳକ
Read More...

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଥିବା ବୁଧବାର ଖବର ମିଳିଛି। କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନଙ୍କ କାର୍ଯ୍ୟାଳୟ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି। ଯନ୍ତ୍ରୀଙ୍କ ଖଣ୍ଡଗିରି
Read More...

ସାମାନ୍ୟ ବଚସା ରୁ ଗଣ୍ଡଗୋଳ, ଜଣେ ମୃତ

ନବରଙ୍ଗପୁର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ପରେ ଜଣେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନରସିଂହ ଗୁଡା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ଥବିର ଯାନୀ।  ମୃତକ ଙ୍କ ବାପା ଘାସି ଯାନୀଙ୍କ  କହିବା ଅନୁସାରେ
Read More...