ନନ୍ଦନକାନନରେ ନୀଳଗାଈ ମୃତ: ୨୧ ଜୀବଜନ୍ତୁ ଅସୁସ୍ଥ
ନନ୍ଦନକାନନ: ନନ୍ଦନକାନନ ପିଛା ଛାଡୁନି ଶନିଦଶା। ବାଜେଣୀ ପକ୍ଷୀ ପରେ ସମ୍ବର, ଧଳା ବାଲି ହରିଣ, ନାଲି ବାଘୁଣୀ ଆନିନ୍ ଓ ମାରମୋସେଟ୍ ମାଙ୍କଡ଼ ଶାବକର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନର ଆକର୍ଷଣ ସାଜିଥିବା ନୀଳଗାଈର ମୃତ୍ୟୁ ଘଟିଛି। ୨୧ରୁ ଊର୍ଦ୍ଧ୍ବ ପଶୁପକ୍ଷୀ ଅସୁସ୍ଥ ଅଛନ୍ତି। ଏହି ଘଟଣାକୁ!-->…
Read More...
Read More...