Browsing Category

ପ୍ରମୁଖ ଖବର

ପ୍ରାରମ୍ଭ ଶିଖର ବୈଠକରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ‘ପ୍ରାରମ୍ଭ: ଷ୍ଟାର୍ଟ ଅପ ଇଣ୍ଡିଆ ଇଣ୍ଟରନେଶନାଲ’ ଶିଖର ବୈଠକରେ ଉଦବୋଧନ ଦେବେ ଓ ଷ୍ଟାର୍ଟ ଅପ୍‍ କମ୍ପାନୀଗୁଡ଼ିକ ସହ ବାର୍ତ୍ତାଳାପ କରିବେ। ଏହି ଦୁଇଦିନିଆ ଶିଖର ବୈଠକରେ ଶିଳ୍ପ ଓ ଆଭ୍ୟନ୍ତରୀଣ
Read More...

ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବେ ନିର୍ବାଚନ କମିଶନ୍‍

ନିର୍ବାଚନ କମିଶନ୍‍ ଦଳ ଆସନ୍ତା ସପ୍ତାହରେ ପଶ୍ଚିମବଙ୍ଗ ଗସ୍ତକରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଓ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ନିର୍ବାଚନ କମିଶନ୍‍ ଦଳ ରାଜ୍ୟକୁ ଗସ୍ତରେ ଯାଉଛନ୍ତି। ମୁଖ୍ୟ ନିର୍ବାଚନ କମିଶନର୍‍
Read More...

ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ବର: ସାରା ଦେଶ ସହିତ ଆଜି ଓଡ଼ିଶାରେ ମଧ୍ୟ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୫ଟି ମହାନଗର ନିଗମ, ଏମ୍‌ସ ସମେତ ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ କରାଯାଇଛି। ଏହି ଅବରସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀ, ଡାକ୍ତରଙ୍କ ସହ କଥା ହୋଇ
Read More...

ଚାଷୀଙ୍କୁ ଡାକି ଛୁଟିରେ ସମ୍ପାଦକ, ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ

କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ବ୍ଲକ ଗୋପାଳପୁର ଚାଷୀ ସେବା ସମବାୟ ସମିତି ଧାନ ମଣ୍ଡିରେ ଆଜି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଚାଷୀମାନେ ସମ୍ପାଦକଙ୍କ ଠାରୁ ଡାକରା ପାଇଁ ଶହ ଶହ ଧାନ ବସ୍ତା ଆଣି ପହଁଚିଲା ବେଳକୁ ମଣ୍ଡିରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ। ଧାନ ରଖିବାକୁ
Read More...

୧୧ ରାଜ୍ୟକୁ ବ୍ୟାପିଲାଣି ବାର୍ଡ଼ ଫ୍ଲୁ

ମତ୍ସ୍ୟପାଳନ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଦେଶର ୧୧ଟି ରାଜ୍ୟରେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ନିଶ୍ଚିତ ହୋଇଛି। ସର୍ବସାଧାରଣଙ୍କୁ ବାର୍ଡ଼ ଫ୍ଲୁ ବିଷୟରେ ସଚେତନ କରାଇବା ଦିଗରେ ପଦକ୍ଷେପ ନିଆଯାଉଛି। ଏ ସମ୍ପର୍କରେ ଅପପ୍ରଚାରକୁ ରୋକିବା ପାଇଁ ମଧ୍ୟ ପଦକ୍ଷେପ
Read More...

କଟକରେ ପ୍ରଥମ କୋଭିଡ ଟୀକା ନେଲେ ଡାକ୍ତର ଜୟନ୍ତ ପଣ୍ଡା ଓ ସଫେଇ କର୍ମଚାରୀ ବର୍ଷା ଦେଇ

କଟକ: କଟକ କୋଭିଡ-୧୯ ଟୀକାକରଣ ଆରମ୍ଭ ହୋଇଛି । କଟକ ବଡ଼ ମେଡିକାଲ ଓ ସିଟି ହସ୍ପିଟାଲ ସମେତ ୫ଟି ସ୍ଥାନରେ ଆଜି ପୂର୍ବାହ୍ନରେ ଟିକାକରଣ ଆରମ୍ଭ ହୋଇଛି । ଆଜି ପ୍ରଥମ ବ୍ୟକ୍ତି ଭାବରେ ସଫେଇ କର୍ମଚାରୀ ବର୍ଷା ଦେଇ ନେଲେ ଟୀକା । ଟୀକାକରଣ ପରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ସେ ଅନୁଭବ
Read More...

କାଶ୍ମୀରରୁ ଆତଙ୍କବାଦୀଙ୍କ ୫ ସହଯୋଗୀ ଗିରଫ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ତ୍ରାଲ ଅଂଚଳରେ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଥିବା ଆତଙ୍କବାଦୀଙ୍କ ୫ ସହଯୋଗୀ କୁ ଗିର କରାଯାଇଛି । ସେମାନଙ୍କଠାରୁ ଗୋଟିଏ ଲାପଟପ , ଧମକପୂର୍ଣ୍ଣ ପୋଷ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ପୁଲିସ ନିଜ ଆଡୁ ଏତଲା ରୁଜୁ କରି ତଦନ୍ତ ଚଳାଇଛି ।
Read More...

ରାଜ୍ୟରେ ନୂଆ ପଜିଟିଭ ୧୭୮

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣରେ ଦ୍ରୁତ ଗତିରେ ହ୍ରାସ ପାଉଛି। ଦିନକରେ ନୂଆ ପଜିଟିଭ ୧୭୮ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୦୩, ସ୍ଥାନୀୟ ୭୫। ମୋଟ ପଜିଟିଭ ୩,୩୩,୧୨୭କୁ ବୃଦ୍ଧି ପାଇଛି। ୩,୨୯,୦୮୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୦୮୭ ସକ୍ରିୟ ଆକ୍ରାନ୍ତ
Read More...

ପରୀ ମାମଲା : ତଦନ୍ତ ତଦାରଖ ପାଇଁ ହାଇକୋର୍ଟଙ୍କୁ ଚିଠି ଦେଇନାହାନ୍ତି ରାଜ୍ୟ ସରକାର!

ଭୁବନେଶ୍ୱର : ନୟାଗଡ଼ ଯଦୁପୁରର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟ ସରକାର SIT ତଦନ୍ତ ମନିଟର ଲାଗି ସିଟିଂ ଜଜ୍ ନିଯୁକ୍ତି ପାଇଁ ହାଇକୋର୍ଟଙ୍କୁ କୌଣସି ଚିଠି ଲେଖିନାହାନ୍ତି। ଯେଉଁ କାରଣରୁ କୌଣସି ପଦକ୍ଷେପ ନେବାର ପ୍ରଶ୍ନ ଉଠୁନଥିବା ହାଇକୋର୍ଟ
Read More...

ଦଳ ଛାଡିପାରନ୍ତି ଟିଏମସି ସାଂସଦ ଶତାବ୍ଦୀ ରାୟ

କଲକତା : ଚଳିତ ବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଯାଉଛି। ଯାହାକୁ ନେଇ ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଗରେ ଆହ୍ବାନ ହେଉଛି ତାଙ୍କ ଗଡ଼କୁ ବଞ୍ଚାଇବା । ଏଥିସହିତ ଏଠାରେ ନିଜ ସ୍ଥିତି ସୁଦୃଢ କରିବାକୁ ବିଜେପି
Read More...