ଆରଏସପିରେ ଗ୍ୟାସ ଲିକ ଘଟଣା ଆଉ ଜଣେ ନିଲମ୍ବିତ
ରାଉରକେଲା : ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ ଘଟଣାରେ ଆଉ ଜଣଙ୍କୁ ନିଲମ୍ବନ କରାଯାଇଛି। ଆରଏସପି କର୍ତ୍ତୃପକ୍ଷ ସେଫଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜେର ଜ୍ୟୋତିରଞ୍ଜନ ସାହୁଙ୍କୁ ନିଲମ୍ବନ କରିଛନ୍ତି । ଏହାକୁ ମିଶାଇ ନିଲମ୍ବିତ ଅଧିକାରୀଙ୍କ ସଂଖ୍ୟା ୩କୁ ବୃଦ୍ଧି ହୋଇଛି। ଗତକାଲି!-->…
Read More...
Read More...