Browsing Category

ପ୍ରମୁଖ ଖବର

କଟକରେ ୪୫ କ୍ୱିଂଟାଲ ନକଲି ଚା’ ପତି ଜବତ

କଟକ : ନକଲି ଖାଦ୍ୟ ସାମଗ୍ରୀର ଆଡ୍ଡା ପାଲଟିଛି କଟକ ସହର । ଗତ କିଛି ସପ୍ତାହ ମଧ୍ୟରେ କଟକର ବିଭିନ୍ନ ସ୍ଥାନରେ ନକଲି ଖାଦ୍ୟ ସାମଗ୍ରୀ ଠାବ କରାଯାଇଛି । ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଘିଅ, ତେଲ , ପନୀର ପରେ ଏବେ ଜବତ ହୋଇଛି ନକଲି ଚା’ପତି । ସଦର ଥାନା ମୁକାମେଶ୍ୱର ଗାଁରେ
Read More...

୨୨ ବର୍ଷ ହେଲା ଖଲ୍ଲିକୋଟକୁ ଛୁଇଁନି ବିକାଶ

ଖଲ୍ଲିକୋଟ: ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣି ଖଲ୍ଲିକୋଟଗଡର ରାଜା ବାହାଦୂର ସ୍ବର୍ଗତ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ନିଜସ୍ବଗଡକୁ ବିକାଶ ଏବେ ଏକପ୍ରକାର ଅପହଞ୍ଚ। ସରକାରୀ ଯୋଜନାକୁ ବାଦ ଦେଲେ ସାମୁହିକ ସ୍ବାର୍ଥରେ ଆସିବା ଭଳି ପ୍ରକଳ୍ପ ଏଠାରେ ସପନ ହୋଇଛି। ରାଜନୈତିକ
Read More...

ମଦ ମାଫିଆଙ୍କ ତୀରମାଡ଼ରେ ଟେନସା ଫାଣ୍ଡି ଅଧିକାରୀ ଗୁରୁତର

ବଣାଇ: ବଣାଇ ଉପଖଣ୍ଡ ଲହୁଣିପଡା ଥାନା ଅନ୍ତର୍ଗତ ଟେନସା ଫାଣ୍ଡି ପୁଲିସ ମଦ ଧରିବା ମହଙ୍ଗା ପଡ଼ିଛି। ଆଜି ଅପରାହ୍ନରେ ଫାଣ୍ଡି ଅଧିକାରୀ ଅଶୋକ ବେହେରା ମଦ ଧରପଗଡ କରିବାକୁ ଯାଇଥିବାବେଳେ ତାଙ୍କ ଉପରକୁ ତୀରମାଡ ହେବା ଫଳରେ ସେ ଗୁରୁତର ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଟେନସା
Read More...

ସୁନ୍ଦରଗଡ଼ରେ ସର୍ବଦଳୀୟ ବୈଠକ

ସୁନ୍ଦରଗଡ଼: ଆଜି ପୁଣି ସୁନ୍ଦରଗଡ଼ର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସଚେତନ ନାଗରିକ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଏକ ହୋଇ ବୈଠକ କରିବା ଶାସକ ଦଳରେ ହଡ଼କମ୍ପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଦୀର୍ଘ ବର୍ଷ ଧରି ଶାସନ କ୍ଷମତାରେ
Read More...

ଅଭିନବ କାର୍ଯ୍ୟକ୍ରମ ଲୋକାର୍ପଣକୁ ୪ ବର୍ଷ ପୂରିବ ଅପହଞ୍ଚ ‘୧୮୧’

ଭୁବନେଶ୍ବର: ଘରୋଇ ହିଂସା ରୋକିବାକୁ ସରକାର ୩ ବର୍ଷ ତଳେ ମହିଳାଙ୍କ ପାଇଁ ଆରମ୍ଭ କରିଥିଲେ ନିଃଶୁଳ୍କ ହେଲ୍ପଲାଇନ ନମ୍ବର ”୧୮୧”। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚନ୍ଦ୍ରଶେଖରପୁରଠାରେ ୨୦୧୭ ମାର୍ଚ୍ଚ ୮ ତାରିଖରେ ଏହି ନିଃଶୁକ୍ଳ ସେବା ନମ୍ବରକୁ ରାଜ୍ୟବାସୀଙ୍କ ନିମନ୍ତେ ଲୋକାର୍ପିତ
Read More...

RSPରେ ଗ୍ୟାସ୍ ଲିକ୍‌ ଯୋଗୁ ଆଖି ବୁଜିଲେ ୪ ଠିକା ଶ୍ରମିକ

ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ। କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ ଯୋଗୁଁ ୧୦ ଜଣ ଅସୁସ୍ଥ ହୋଇପଡ଼ିଥିବା ବେଳେ  ସେମାନଙ୍କ ମଧ୍ୟରୁ ୪ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା RSP କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆଜି ସକାଳ
Read More...

ରାଜ୍ୟରେ ୨୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ପ୍ରଭାବ । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୨୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ରାଜ୍ୟରେ କୌଣସି କରୋନା ସଂକ୍ରମଣ ପ୍ରାଣ ହରାଇନାହାନ୍ତି । ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ଏହି
Read More...

ବାଳସୁଧାର ଗୃହରେ ପରୀ ହତ୍ୟା ଅଭିଯୁକ୍ତ

ନୟାଗଡ: ପୟାଗଡ ଯଦୁପୁର ପାବାଳିକା ହତ୍ୟା ମାମଲା ବର୍ତମାନ ପୁରା ରାଜ୍ୟରେ ଉଷ୍ମତା ଭରିଛି । ଏସଆଇଟିର ଭିନ୍ନ ଭିନ୍ନ ତଦନ୍ତକୁ ନେଇ ମଧ୍ୟ ସମାଲୋଚନା ଆରମ୍ଭ ହୋଇଥିବା ବେଳେ ଏବେ ବୋଥ୍ରାଙ୍କ ଟିମ୍ କୁ ଲାଗିଛି ଶକ୍ତ ଝଟ୍କା । ତେବେ ମଙ୍ଗଳବାର ପକ୍ସୋ କୋର୍ଟ ଅଭିଯୁକ୍ତକୁ ନାବାଳକ ବୋଲି
Read More...

କୁପୋଷଣ ର ବିକଳ ଚିତ୍ର: ୭ ବର୍ଷିୟ ଶିଶୁର ଓଜନ ମାତ୍ର ୭ କେଜି

ନୂଆଦିଲ୍ଲୀ : ଜଣେ ୭ ବର୍ଷିୟ ଶିଶୁର ଭୟବୀତ ଚିତ୍ର ସାମ୍ନାକୁ ଆସିଛି। ଶିଶୁଟିର ଓଜନ ମାତ୍ର ୭ କେଜି। ୟେମେନର ଏହି ବାଳକର ନାମ ହେଉଛି ଫାଏଦ ସମିମ। ଶିଶୁଟି ପାରାମେସିସ୍ ଏବଂ ପୁଷ୍ଟିହୀନତାର ଶିକାର ହୋଇଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ସମିମର ସ୍ବାସ୍ଥାବସ୍ଥା ଖରାପ ହୋଇଯାଇଥିଲା ଏବଂ
Read More...

ମମତାଙ୍କୁ ଆଉ ଏକ ଝଟ୍‌କା, ଇସ୍ତଫା ଦେଲେ କ୍ରୀଡ଼ାମନ୍ତ୍ରୀ

କଲକାତା: ପଶ୍ଚିମବଙ୍ଗରେ ଚଳିତବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ଟିଏମସିର ବହୁ ବରିଷ୍ଠ ନେତା ଦଳ ଛାଡୁଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ମମତାଙ୍କ ମନ୍ତ୍ରିମଣ୍ଡଳରୁ ଜଣେ
Read More...