Browsing Category

ପ୍ରମୁଖ ଖବର

ହ୍ରାସ ପାଉଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ; ନୂଆ ପଜିଟିଭ ୧୬,୩୭୫, ମୃତ ୨୦୧

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କିଛି ସପ୍ତାହ ହେବ ଲଗାତାର ହ୍ରାସ ପାଉଥିବା ଦେଖାଯାଇଛି। ଆକ୍ରାନ୍ତଙ୍କ ଅପେକ୍ଷା ଆରୋଗ୍ୟ ହାର ବେଶ ବୃଦ୍ଧି ପାଇଛି। ଦେଶରେ ୨୪ ଘଣ୍ଟାରେ ୧୬,୩୭୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୨୦୧
Read More...

ଅନ୍ଧାରରେ ଜନପଥ: ଡରାଉଛି ବାଣୀବିହାର, ରୁପାଲି ଓ ରାଜମହଲ ଛକ

ଭୁବନେଶ୍ବର: ବ୍ୟସ୍ତବହୁଳ ବାଣୀବିହାରରୁ ରାଜମହଲ ରାସ୍ତା ନବକଳେବର ହେଉଛି। ୮୦ କୋଟି ଟଙ୍କା ବ୍ୟୟରେ ଜନପଥ ପ୍ରକଳ୍ପରେ ଏହି ରାସ୍ତାର ବିକାଶମୂଳକ କାର୍ୟ୍ୟ ଚାଲିଛି। ୨୦୧୭ରୁ ସ୍ମାର୍ଟସିଟି କାମ ଜାରି ରଖିଛି। ୨୦୧୯ରେ ଏହି କାର୍ୟ୍ୟ ସରିବାକୁ ଥିବା‌େ‌ବଳେ ବହୁଥର ଏହାର ଅବଧି ବୃଦ୍ଧି
Read More...

ଆଲିବାବା ପ୍ରତିଷ୍ଠାତା ଜ୍ୟାକ୍‌ ମା ନିଖୋଜ !

ବେଜିଂ: ଚୀନର ସବୁଠୁ ଧନୀ ବ୍ୟକ୍ତି ତଥା ଆଲିବାବା କମ୍ପାନୀର ପ୍ରତିଷ୍ଠାତା ଜ୍ୟାକ୍‌ ମା ନିଖୋଜ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ସେ ପ୍ରାୟ ୨ମାସ ହେଲା ନିଖୋଜ ଥିବା ଆଶଙ୍କା କରାଯାଉଛି। ଏହା ପୂର୍ବରୁ ସେ ଚୀନ ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇ ଚର୍ଚ୍ଚାକୁ
Read More...

ପାଇଲଟଙ୍କ କ୍ୟାମେରାରେ ‘ଜେଟପ୍ୟାକ୍ ମ୍ୟାନ୍’ ର ଉଡନ୍ତା ଦୃଶ୍ୟ

ୱାଶିଙ୍ଗଟନ : ୨୦୨୦ ମସିହାରେ ଅନେକ ଅଜବ ଘଟଣା ଘଟିଥିଲା। ଆମେରିକାର ଲସ୍ ଆଞ୍ଜେଲସରେ ମଧ୍ୟ ସେହିଭଳି ଏକ ବିଚିତ୍ର ଘଟଣା ଘଟିଥିଲା, ଯାହା ଏବେ ସାମ୍ନାକୁ ଆସିଛି। ତିନି ହଜାର ଫୁଟ ଉଚ୍ଚରେ ଜଣେ ଅଜ୍ଞାତ ବ୍ୟକ୍ତି ଉଡୁଥିବାର ଦେଖିବାକୁ ମିଳିଥିଲା। ଜଣେ ଆମେରିକୀୟ ବିମାନ ପାଇଲଟ୍ ତାଙ୍କ
Read More...

ବେନାମୀ ସମ୍ପତ୍ତି ମାମଲା: ରବର୍ଟ ଭଦ୍ରାଙ୍କ ବୟାନ ରେକର୍ଡ କଲା ଆୟକର ବିଭାଗ

ନୂଆଦିଲ୍ଲୀ : ବେନାମୀ ସମ୍ପତି ମାମଲାରେ ଆୟକର ବିଭାଗ ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ବୟାନ ରେକର୍ଡ କରିଛି । ପୂର୍ବଦିଲ୍ଲୀ ର ସୁଖଦେବ ବିହାରରେ ଥିବା ଭଦ୍ରାଙ୍କ କାର୍ଯ୍ୟାଳୟରେ
Read More...

ଟିକା ଅନୁମୋଦନ ପରେ ଶେୟାର ବଜାରରେ ଅଭିବୃଦ୍ଧି, ୪୮ ହଜାର ଟପିଲା ସେନ୍‌ସେକ୍ସ

ମୁମ୍ବଇ: ଦେଶରେ କରୋନା ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମୋଦନ ମିଳିବା ପରେ ନିବେଶକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଏହାର ପ୍ରତିଫଳନ ଆଜି ସପ୍ତାହର ପ୍ରଥମ ଦିନରେ ଦେଖିବାକୁ ମିଳିଛି। ସୋମବାର ଶେୟାର ବଜାରରେ ଦ୍ରୁତ ଅଭିବୃଦ୍ଧି ଘଟିବା ସହିତ ସର୍ବୋଚ୍ଚ ସ୍ତରରେ କାରବାର ବନ୍ଦ
Read More...

ତାମିଲନାଡୁ ପ୍ରେକ୍ଷାଳୟରୁ ହଟିଲା ୫୦ ପ୍ରତିଶତ ଦର୍ଶକ ପ୍ରତିବନ୍ଧକ

ଚେନ୍ନାଇ: ତାମିଲନାଡୁ ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ତାମିଲ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋସôାହିତ କରିବା ପାଇଁ ରାଜ୍ୟ ସରକାର ନୂତନ ନିଦେ୍ର୍ଧଶନାମା ଜାରି କରିଛନ୍ତି । କରୋନା ଅବଧିରେ ପ୍ରେକ୍ଷାଳୟ ଉପରେ ଲାଗିଥିବା ୫୦ ପ୍ରତିଶତ ଦର୍ଶକ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି । ଏହି
Read More...

ଚୀନ କମ୍ପାନୀକୁ ଦିଲ୍ଲୀ-ମୀରଟ ରେଳ ପ୍ରକଳ୍ପ ଟେଣ୍ଡର

ନୂଆଦିଲ୍ଲୀ: ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ରେ ଚୀନ ସୈନ୍ୟଙ୍କ ସହିତ ସଂଘର୍ଷରେ ୨୦ ଭାରତୀୟ ଯବା ଶହୀଦ ହେବା ପରେ ଚୀନ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ କରାଗଲା । ଚାଇନା ମୋବାଇଲ ଆପ୍ଠୁ ଆରମ୍ଭ କରି ଚୀନ ଉତ୍ପାଦ ବର୍ଜନ କରିବାକୁ ଅଭିଯାନ ଚାଲିଲା ବିଭିନ୍ନ ରାଜ୍ୟରେ ସରକାର ଚୀନ
Read More...

ସିଏଏ ହିଂସା ମାମଲା ; ୪୭୫୧ ଆନ୍ଦୋଳନକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଲକ୍ଷ୍ନୌ : ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ ହେବା ପରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଉତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସମେତ ଅନେକ ଜିଲ୍ଲାରେ ସିଏଏ ବିରୋଧରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭ ସମୟରେ ହିଂସା ମଧ୍ୟ ଦେଖାଯାଇଥିଲା । ଏହି
Read More...

ଓଲଟିଲା ପଶୁ ବୋଝେଇ କଣ୍ଟେନର ; ୬ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମୁରାଦାବାଦ ଜିଲାର ଗଜରୋଲା ଅଞ୍ଚଳରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଷ୍ଟ୍ରୀୟ ରାଜପଥରେ ବ୍ରଜଘାଟ ଥାନା ନିକଟରେ ମୋହମ୍ମଦାବାଦ ଗାଁ ନିକଟରେ ପଶୁ ବୋଝେଇ କଣ୍ଟେନରର ସମ୍ମୁଖ ଭାଗ ଟାୟାର ଫାଟି କଣ୍ଟେନର ଭାରସାମ୍ୟ ହରାଇ ଗଭୀର ଗାତ (ଖାଇ )
Read More...