ଭୁଶୁଡି ପଡିଲା ଶବଦାହ ପିଣ୍ଡିର ଛାତ, ୧୨ରୁ ଅଧିକ ଲୋକ ପୋତି ହୋଇଥିବା ଆଶଙ୍କା
ଗାଜିଆବାଦ : ଦିଲ୍ଲୀ ନିକଟସ୍ଥ ଗାଜିଆବାଦରୁ ଏକ ବଡ ଖବର ଆସିଛି। ସ୍ଥାନୀୟ ଏକ ଶବଦାହ ପିଣ୍ଡିର ଛାତ ଭୁଶୁଡି ପଡିଛି। ଗାଜିଆବାଦ ଥାନା ଅନ୍ତର୍ଗତ ମୁରାଦନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଫଳରେ ଅନେକ ଲୋକ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି। ଗାଜିଆବାଦ ପୁଲିସ ଏବଂ ରେସକ୍ୟୁ ଅପରେସନ୍!-->…
Read More...
Read More...