Browsing Category

ପ୍ରମୁଖ ଖବର

‘ପରୀ’ ହତ୍ୟା ମାମଲାରେ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି

ନୟାଗଡ଼: ପରୀ ହତ୍ୟା ମାମଲାରେ ଏସଆଇଟି(SIT) ଶନିବାର ୩ ଜଣଙ୍କୁ ଉଠାଇ ନେଇଛି। ପରୀର ଗାଁ ଯଦୁପୁରରୁ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ଏସଆଇଟି ଟିମ ଉଠାଇ ନେଇଥିବା ଜଣାପଡ଼ିଛି।  ମାଆ, ଭଉଣୀଙ୍କ ସହ ସରୋଜଙ୍କୁ ଉଠାଇ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା
Read More...

ସେନାରେ ସାମିଲ ହେବ ‘ହାୱିଜର୍ସ’

ଭୁବନେଶ୍ଵର: ଖୁବ୍‌ଶୀଘ୍ର ଭାରତୀୟ ସେନାରେ ସାମିଲ ହେବ ଆର୍ଟିଲରୀ ଗନ୍‌ ‘ହାୱିଜର୍ସ’। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଦ୍ବାରା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ହାୱିଜର୍ସ ଏଟିଏଜିଏସ (ଆଡ୍‌ଭାନ୍ସଡ୍‌ ଆର୍ଟିଲରୀ ସିଷ୍ଟମ) ନିର୍ମାଣ କରାଯାଇଛି। ବାଲେଶ୍ଵର
Read More...

ଆଫଗାନିସ୍ଥାନରେ ବିସ୍ଫୋରଣ, ୧୫ ଶିଶୁ ମୃତ

କାବୁଲ : ଆତଙ୍କବାଦୀଙ୍କ ଦ୍ବାରା ଏକ ଅଟୋରିକ୍ସାରେ ରଖାଯାଇଥିବା ବୋମା ବିସ୍ଫୋରଣ ଘଟି ଅତି କମରେ ୧୫ ଶିଶୁ ନିହତ ଓ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଥିବା ଜଣାଯାଇଛି। ଶୁକ୍ରବାର ଅପରାହ୍ଣ ୨ଟାରେ ଆଫଗାନିସ୍ଥାନର କେନ୍ଦ୍ରୀୟ ପ୍ରଦେଶ ଗଜନିରେ ଆୟୋଜିତ ଏକ
Read More...

ସବୁ ହସ୍ପିଟାଲରେ ହେବ ଅଗ୍ନି ନିରାପତା ଅଡିଟ୍ ଓ କିମିଟି

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ହସ୍ପିଟାଲର (ସରକାରୀ, ବେସରକାରୀ ସହିତ କୋଭିଡ୍ ହସ୍ପିଟାଲ) ଅଗ୍ନୀ ନିରାପତା ଅଡିଟ୍ ହେବ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଏକ କମିିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ହସ୍ପିଟାଲ ଗୁଡିକର
Read More...

‘ମଡର୍ଣ୍ଣା’ ଟିକାକୁ ଆମେରିକାର ଅନୁମତି

ୱାସିଂଟନ୍: ‘ମଡର୍ଣ୍ଣା’ ପ୍ରସ୍ତୁତ କରୋନାଭାଇରସ୍ ଟିକାର ଜରୁରୀକାଳୀନ ବ୍ୟବହାର କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟେ୍ରସନ୍’ର ପରାମର୍ଶଦାତା କମିଟି ଅନୁମୋଦନ କରିଛି । ଫଳରେ, କରୋନାଭାଇରସ୍ ବିପକ୍ଷରେ ଏହି ଟିକା ‘ଫାଇଜର’ ଟିକାର ବିକଳ୍ପ ହୋଇପାରିଛି ।
Read More...

ରାଜ୍ୟରେ ପୁଣି ୩୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ୪ ମୃତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୩୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୮ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୧୫୦ ଜଣ ସ୍ଥାନୀୟ ସଂକ୍ରମିତ। ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୫୦୫ରେ ପହଞ୍ଚିଛି।
Read More...

ସଫଳତାର ସହ ଉତକ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ ସିଏମଏସ – ୦୧

ଆଜି ଅପରାହ୍ନ ୩ଟା ୪୧ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୦ ଦ୍ୱାରା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ସିଏମ,ମ-୦୧ ଉତକ୍ଷେପଣ କରାଯାଇଛି । ଏହାକୁ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି । ୨୫ ଘଂଟିଆ
Read More...

ଇପିଏଫ ପେନସନଧାରୀଙ୍କ ପେନସନ୍‍ ରାଶି ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀଙ୍କ ପତ୍ର

ଭୁବନେଶ୍ବର : ରାଜ୍ୟର ଇପିଏଫ ପେନସନଧାରୀଙ୍କ ପେନସନ୍‍ ରାଶି ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶ୍ରମ  ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ପତ୍ର ଲେଖିଛନ୍ତି।ରାଜ୍ୟରେ ପ୍ରାୟ ୧ ଲକ୍ଷ ୬୨ ହଜାର ଇପିଏଫ ପେନ୍‍ସନଧାରୀ ଅଛନ୍ତି। ଅବସରପରେ ସୀମିତ ଅର୍ଥ ଯୋଗୁଁ
Read More...

ଖୁବଶୀଘ୍ର ଓଡ଼ିଶୀ ସଙ୍ଗୀତକୁ ମିଳିବ ଶାସ୍ତ୍ରୀୟ ମାନ୍ୟତା: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଖୁବ୍‍ ଶୀଘ୍ର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନେଇ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି। ଦିଲ୍ଲୀ ଗସ୍ତରେ ଥିବା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଗୁରୁବାର ମନ୍ତ୍ରୀ ଶ୍ରୀ ପଟେଲ୍‍ଙ୍କୁ ଭେଟିଥିଲେ।
Read More...

ସର୍ବ ସମ୍ମୁଖରେ ଠିକାଦାରଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ନକ୍ସଲ ଦମନ ପାଇଁ ସରକାର ବିଭିନ୍ନ ରଣନୀତି ଆପଣାଉଛନ୍ତି । ଡିଜିପି ଘନଘନ ନକ୍ସଲ ପ୍ରବଣ ମାଲକାନଗିରି ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି । ଆଜି ସେହି ଜିଲ୍ଲାର ଗଡ଼ିଆ ମୁଣ୍ଡା କାମରେ ନିୟୋଜିତ ଜଣେ ଠିକାଦାରଙ୍କୁ ନକ୍ସଲମାନେ ଅତି ବୀଭସô ଭାବେ ଟାଙ୍ଗିଆରେ ହାଣି ହତ୍ୟା
Read More...