କମୁଛି ବାଉଁଶ ତିଆରି ସାମଗ୍ରୀର ଚାହିଦା
ଦଶପଲ୍ଲା : ପ୍ରୋତ୍ସାହନ ଅଭାବ, ବଜାର ଚାହିଦା କମ୍ ଏବଂ ପ୍ଲାଷ୍ଟିକ୍ ସାମଗ୍ରୀର ବହୁଳ ବ୍ୟବହାର ପାଇଁ ଦିନକୁ ଦିନ ବାଉଁଶ କାରିଗରମାନେ ସେମାନଙ୍କର ଜୀବିକା ହରାଇବାକୁ ବସିଲେଣି । ବିଶେଷ କରି ବାଉଁଶ କାମ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା କାରିଗରଙ୍କ ପ୍ରତି ପ୍ରଶାସନ!-->…
Read More...
Read More...