Browsing Category

ପ୍ରମୁଖ ଖବର

ମୋର କିଛି ହେଲେ ଅରୁଣ ଦାୟୀ: ସୌମ୍ୟ

ନୟାଗଡ଼ : ପରୀ ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଥିବା ବେଳେ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ । ସେ କହିଛନ୍ତି, ପରୀ ହତ୍ୟା ଘଟଣାରେ ଚୂଳରୁ ମୂଳ ଯାଏ ସଂପୃକ୍ତ ଅଛନ୍ତି। ଏହାକୁ ନେଇ ମୁଁ ମୁହଁ
Read More...

ପରୀ ହତ୍ୟା ମାମଲାର ହେବ SIT ତଦନ୍ତ

ଭୁବନେଶ୍ୱର : ନୟାଗଡ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ  ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି
Read More...

ଓଡ଼ିଶା ଗାଁରେ ଆନ୍ଧ୍ର ରାଜୁତି: ରାଜ୍ୟ ଯୋଜନା ଅପହଞ୍ଚ, ଆନ୍ଧ୍ର ବାଣ୍ଟିଲା ଜମିପଟ୍ଟା

ପାତ୍ରପୁର, ୨୬ା୧୧ : ଓଡ଼ିଶାର ଜଙ୍ଗଲ, ଜମି ଓ ଜଳକୁ ଅକ୍ତିଆର କରିବାକୁ ପଡୋଶୀ ଆନ୍ଧ୍ର ସରକାର ସୀମାନ୍ତ ଅଞ୍ଚଳରେ ଅହରହ ଉଦ୍ୟମ ଜାରି ରଖିଛି। ଗଞ୍ଜାମ ଜିଲାର ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଲକର ଏକାଧିକ ଗ୍ରାମ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ପଡିଛି। ଉଭୟ ରାଜ୍ୟର ସୀମାନ୍ତବର୍ତ୍ତୀ ଗାଁ
Read More...

ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ରାଜ୍ୟରୁ ଚିହ୍ନଟ ହେଲେ ୫୯୪

ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଜି ୫୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୩୪୩ ଓ ସ୍ଥାନୀୟ ଅଂଚଳରୁ ୨୫୧ ଜଣ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ କରିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୭
Read More...

ଦେଶରେ ୨୪ ଘଣ୍ଟାରେ ୪୩,୦୮୨ଆକ୍ରାନ୍ତ ଚିହ୍ନଟ ; ୪୯୨ ମୃତ

ନୂଆଦିଲ୍ଲୀ : ଦେଶରେ ଗତକାଲି ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୪୩,୦୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୨ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୫
Read More...

ରଗଡି ମହିମାମଣି ପୀଠରେ ନାଗାର୍ଜୁନ ବେଶ ଅନୁଷ୍ଠିତ

ବାଙ୍କୀ: ମହିମାମଣିଙ୍କ ନାଗାର୍ଜୁନ ବେଶ ଆଜି ପ୍ରତ୍ୟୁଷରୁ ଆରମ୍ଭ ହୋଇଯାଇଛି। ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ରଗଡି ଗ୍ରାମରେ ପୂଜା ପାଇ ଆସୁଥିବା ରାଜପ୍ରତିଷ୍ଠିତ ଦିଅଁ ମହିମାମଣି ଦେବଙ୍କ ନାଗାର୍ଜୁନ ବେଶ ସମସ୍ତ ନୀତିକାନ୍ତି ସହକାରେ ଆରମ୍ଭ ହୋଇଛି। ଏହି ଦୁର୍ଲଭ ବେଶ ଦେଖିବାକୁ ବହୁ
Read More...

ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ ; ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ

ପୁରୀ : ମହାପ୍ରଭୁଙ୍କୁ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଛି। ବେଶ ସମ୍ପନ୍ନ ହୋଇଥିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଶେଷ ହେଲା ବେଶ। ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ। ଦୁର୍ଲ୍ଲଭ ବେଶରେ ଜଗାବଳିଆ ସଜ୍ଜିତ
Read More...

ଗୁଜରାଟର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ; ୫ ମୃତ

ଗୁଜରାଟ : ଗୁଜରାଟର ରାଜକୋଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ରୋଗୀ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅନେକ କେତେକ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
Read More...

ଅଢେଇ ଘଣ୍ଟା ପରେ ଶେଷ ହେଲା ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ : ବହୁ ପ୍ରତିକ୍ଷିତ ତଥା ବହୁ ଦୁର୍ଲଭ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ ଦୀର୍ଘ ଅଢେଇ ଘଣ୍ଟା ପରେ ଶେଷ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇ ସକାଳ ସାଢ଼େ ୯ଟାରେ ପ୍ରଭୁଙ୍କ ଏହି ବେଶ ଶେଷ ହୋଇଥିବା ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି।ଜିଲ୍ଲାପାଳଙ୍କ ସୂଚନା
Read More...

ବାଘ ଛାଲରେ ଗୁଳି ଚିହ୍ନ, ଚାଲିଛି ଯାଞ୍ଚ

ବରଗଡ଼ : ବରଗଡ଼ରୁ ବାଘ ଛାଲ ଜବତ ଘଟଣାର ତଦନ୍ତ କରୁଛି ବନବିଭାଗ । ଜବତ ବାଘ ଛାଲଟି କେଉଁ ବାଘର ସେ ନେଇ ଯାଞ୍ଚ ଚାଲିଛ । କିଛି ମାସ ପୂର୍ବେ ବରଗଡରେ ୨ଜଣ ବନ ଅଧିକାରୀ କ୍ୟାମେରାରେ ଗୋଟିଏ ବାଘକୁ ଠାବ କରିଥିଲେ । ତେବେ କ୍ୟାମେରାରେ ଯେଉଁ ବାଘ ଠାବ ହୋଇଥିଲା ଜବତ ଛାଲଟି ତାହାର କି ନୁହେଁ
Read More...