Browsing Category

ପ୍ରମୁଖ ଖବର

ରାଜ୍ୟରେ ୧୭ ଶହ ଡେଇଁଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୧୫ରୁ ୧୭ ଜଣଙ୍କ ମୁଣ୍ଡ ନେଉଛି ଏହି କିଲର ଭାଇରସ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ଆଉ ୧୬ ଜଣ କରୋନାରେ ଆଖି ବୁଜିଛନ୍ତି । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୦୪କୁ ବୃଦ୍ଧି ହୋଇଛି ।
Read More...

ଚାଷୀଙ୍କ ପାଇଁ ସିଲ୍‌ ହେଲା ସୀମା, ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ

ଚଣ୍ଡିଗଡ଼: କଂଗ୍ରେସ ଶାସିତ ପଞ୍ଜାବର ଶତାଧିକ ଚାଷୀ ଦିଲ୍ଲୀକୁ ଶୋଭାଯାତ୍ରାରେ ଯିବା ପାଇଁ ହରିଆଣା ସୀମାନ୍ତରେ ଆଜି ଏକାଠି ହୋଇଛନ୍ତି। ବିଜେପି ଶାସିତ ହରିଆଣାରେ ପୁଲିସ୍‌ ସେମାନଙ୍କୁ ଅଟକାବାର ଆଶଙ୍କା ଥିବାରୁ ଏହା ବିରୋଧରେ ଲଢ଼େଇ କରିବାକୁ ସେମାନେ ମାନସିକ ସ୍ତରରେ ପ୍ରସ୍ତୁତ ମଧ୍ୟ
Read More...

କିମ୍ବଦନ୍ତୀ ଫୁଟବଲ ତାରକା ଡିଆଗୋ ମାରାଡୋନାଙ୍କ ପରଲୋକ

ନୂଆଦିଲ୍ଲୀ : କିମ୍ବଦନ୍ତୀ ଫୁଟବଲ ତାରକା ଡିଆଗୋ ମାରାଡୋନାଙ୍କ ଦେହାନ୍ତ ହୋଇଛି। ଆର୍ଜେଣ୍ଟିନା ଫୁଟ୍‌ବଲ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଡିଏଗୋ ମାରାଡୋନାଙ୍କ ହୃଦଘାତରେ ଦେହାନ୍ତ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ନିକଟରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ
Read More...

୨୬/୧୧ ମୁମ୍ବଇ ଆକ୍ରମଣର ୧୨ବର୍ଷ ପୂର୍ତ୍ତି

ମୁମ୍ବଇ : ନଭେମ୍ବର ୨୬, ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣକୁ ୧୨ବର୍ଷ ପୂରଣ ହୋଇଛି। ୧୨ବର୍ଷ ପୂର୍ବେ ଆଜିର ଦିନରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ୧୦ଜଣ ଆତଙ୍କବାଦୀ ମୁମ୍ବଇ ସହରରେ ପଶି ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ପାକିସ୍ତାନ କରାଚି ବନ୍ଦରରୁ ସମୁଦ୍ର
Read More...

ସ୍ଥଳଭାଗ ଛୁଇଁଲା ଘୁର୍ଣ୍ଣିବାତ୍ୟା ‘ନିଭାର’

ଚେନ୍ନଇ : ଘୁର୍ଣ୍ଣିବାତ୍ୟା ‘ନିଭାର’କୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ‘ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ’ ପର୍ଯ୍ୟାୟଭୁକ୍ତ କରାଯିବା ପରେ ଏଥିପାଇଁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ସ୍ଥଳଭାଗ ଛୁଇଁଛି
Read More...

ଆଜି ଭାରତ ବନ୍ଦ ; ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ

ଭୁବନେଶ୍ୱର : ଆଜି ସକାଳ ୬ଟାରୁ ଆସନ୍ତା କାଲି ସକାଳ ୬ ଯାଏଁ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ଡ଼ାକରା ଦିଆଯାଇଛି। ବନ୍ଦ ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ପିକଟେିଂ, ରାସ୍ତାରୋକ ଏହାସହ ଭୁବନେଶ୍ୱରର
Read More...

ଆଜି ଭାରତ ବନ୍ଦ

ଭୁବନେଶ୍ୱର : କେନ୍ଦ୍ରର ମୋଦୀ ସରକାରଙ୍କ ସମୟରେ ଦେଶର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେଲାଣି ବୋଲି ବିଭିନ୍ନ ସଂଗଠନ ଅଭିଯୋଗ କରିଛନ୍ତି। ନିଯୁକ୍ତି ଗ୍ୟାରେଣ୍ଟି ଦେବା, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ଼ ଓ ଚାଷୀ ବିରୋଧୀ ୩ଟି କୃଷି ଆଇନ ବାତିଲ ଦାବିରେ ବିଭିନ୍ନ ଶ୍ରମିକ ସଂଗଠନ
Read More...

ସରିଲା କାଳିଆର ଶେଷକୃତ୍ୟ

କନ୍ଧମାଳ : ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ମଧ୍ୟରୁ ଗତକାଲି ମୃତ୍ୟୁ ବରଣ କରିଥିବା କାଳିଆର ଶେଷକୃତ୍ୟ ସରିଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ମିଲୁପଡାରେ ପରିବାର ବର୍ଗଙ୍କ ସମେତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓଙ୍କ ଉପସ୍ଥିତିରେ ତାର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜଗା-କାଳିଆର
Read More...

ପାଉଁରୁଟି କାରଖାନାରୁ ୪ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର ଚାଇଲ୍ଡଲାଇନ୍ ଏୟାରଫିଲ୍ଡ ପୋଲିସର ସହାୟତାରେ ପଳାଶପାଲିରେ ଥିବା ଏକ ପାଉଁରୁଟି ତିଆରି କାରଖାନାରୁ ଚାରି ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ୪ ଜଣ ଗଞ୍ଜାମ ଜିଲ୍ଲାର ଅଟନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ବୟସ ୧୪ ବର୍ଷରୁ କମ୍ ଏବଂ ଜଣଙ୍କ ବୟସ ୧୫ ବର୍ଷ।
Read More...

୨୯ରେ ପୁଣି ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୯ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଅପରପକ୍ଷେ,
Read More...