Browsing Category

ପ୍ରମୁଖ ଖବର

ବ୍ଲୁମବର୍ଗ ନିଉ ଇକୋନୋମି ଫୋରମ୍‍ର ତୃତୀୟ ବାର୍ଷିକ ବୈଠକରେ ଉଦବୋଧନ ଦେବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସଂଧ୍ୟାରେ ବ୍ଲୁମବର୍ଗ ନିଉ ଇକୋନୋମି ଫୋରମ୍‍ର ତୃତୀୟ ବାର୍ଷିକ ବୈଠକରେ ଉଦବୋଧନ ଦେବେ। ମାଇକେଲ ବ୍ଲୁମବର୍ଗ ୨୦୧୮ ମସିହାରେ ବ୍ଲୁମବର୍ଗ ନିଉ ଇକୋନୋମି ଫୋରମ୍‍ର ଗଠନ କରିଥିଲେ। ବିଶ୍ୱ ଅର୍ଥନୀତି ସମ୍ମୁଖୀନ ହେଉଥିବା ଜଟିଳ ସମସ୍ୟା ଗୁଡ଼ିକର
Read More...

କଠୋର ହୋଇପାରେ ଜିଏସ୍‍ଟି ପଞ୍ଜିକରଣ ପ୍ରକ୍ରିୟା

ଜିଏସ୍‍ଟି ପରିଷଦ ‘ଲ’ କମିଟିର ଆସନ୍ତାକାଲି ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ନୂଆଦିଲ୍ଲୀରେ ହେବ।ବୈଠକରେ ଜିଏସ୍‍ଟି ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ କଡାକଡି କରିବା ଉପରେ ଆଲୋଚନା କରାଯିବ। ଜିଏସ୍‍ଟି ଆଇନରେ ଆବଶ୍ୟକ ଆଇନ୍‍ଗତ ସଂଶୋଧନ ଆଣିବା ପାଇଁ ଅନ୍ୟାନ୍ୟ ଆଇନ୍‍ଗତ
Read More...

ସ୍ବାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ରହିଛି – ମୁଖ୍ୟମନ୍ତ୍ରୀ

ମାଲକାନଗିରି : ମାଲକାନଗିରିର ଜିଲାର ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସହ ସିଧାସଳଖ ଭିଡିଓ କଂଫେରନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରିୟ ଭାଇ ଓ ଉଭଣୀମାନେ , ଆପଣମାନେ
Read More...

ବୌଦ୍ଧରେ ଦାନମାଝୀ ଘଟଣାର ପୁନରାବୃତି:ମୃତ ପୁଅକୁ କାନ୍ଧରେ ବୋହିଲେ ବାପା

ହରଭଙ୍ଗା: ବୌଦ୍ଧ ଜିଲ୍ଲାରେ ପୁଣି ଦାନମାଝୀ ଘଟଣାର ପୁନରାବୃତି ଦୃଶ୍ୟ ନଜରକୁ ଆସିଛି। ମହାପ୍ରୟାଣ ଗାଡି ନ ମିଳିବାରୁ ୭ବର୍ଷର ମୃତ ପୁଅକୁ ଜଣେ ବୃଦ୍ଧ ବାପା କାନ୍ଧରେ ଧରି ଚାଲି ଚାଲି ଫେରୁଥିବା ଭଳି ଆଉ ଏକ ଅଭାବନୀୟ ଦୃଶ୍ୟ ସରକାରୀ ଯୋଜନାର ସଫଳତା ଏବଂ ଅବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ
Read More...

ରାଜଧାନୀରେ ଗୋଡେଇ ଗୋଡେଇ ଯୁବକଙ୍କୁ ପଥର ମାଡ କଲେ ଯୁବତୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାଜଭବନ ଛକରେ ମଙ୍ଗଳବାର ଜଣେ ଯୁବତୀଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଛି । ଯୁବତୀ ଜଣକ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ପଥର ମାଡ କରିଛନ୍ତି। ଏହି ପଥର ମାଡରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। କିନ୍ତୁ
Read More...

ଦିଲ୍ଲୀରୁ ଦୁଇ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସରାୟ କାଲେ ଖାଁଠାରୁ ଦୁଇ ଜଣ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୋମବାର ରାତିରେ ଦିଲ୍ଲୀଠା‌ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ପୁଲିସ‌ର ସ୍ବତନ୍ତ୍ର ସେଲ୍‌ ଏହି ଦୁଇ ଜଣଙ୍କୁ ଗିରଫ କରିଥିବା ଜାଣିବାକୁ
Read More...

ଜଗନ୍‌ଙ୍କ ମାମଲାରୁ ଓହରିଲେ ଜଷ୍ଟିସ ଲଳିତ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ବିରୋଧରେ ଆଗତ ତିନିଟି ମାମଲାର ଶୁଣାଣିରୁ ନିଜକୁ ପ୍ରତ୍ୟାହାର କରିନେଇଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ୟୁ.ୟୁ ଲଳିତ। ସୋମବାର ଜଷ୍ଟିସ ଲଳିତ ଦର୍ଶାଇଛନ୍ତି ଯେ ଏହି ମାମଲାର ଶୁଣାଣି ନେଇ ତାଙ୍କର କିଛି ସମସ୍ୟା
Read More...

ଖସୁଛି ଗ୍ରାଫ; ରାଜ୍ୟରେ ୬୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୬୪୪  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୧  ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୭୩ ହେଉଛି ଲୋକାଲ୍ କେସ୍‌।
Read More...

ଆଉ ୧୭ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୫୬୦କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୭ଜଣ ମୃତକଙ୍କ ମଧ୍ୟରୁ
Read More...

ରାଜଧାନୀରୁ ବାଘଛାଲ ଜବତ ; ଜଣେ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଥିବା ମଙ୍ଗଳବାର ଜଣାପଡ଼ିଛି। ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଉକ୍ତ ବାଘ ଛାଲକୁ ବିକ୍ରି ପାଇଁ ଚୁକ୍ତି କରୁଥିବା ବେଳେ ଏସଟିଏଫ ଟିମ
Read More...