Browsing Category

ପ୍ରମୁଖ ଖବର

ରାଜ୍ୟରେ ୧୫ ଡିଗ୍ରୀ ତଳକୁ ଖସିଲା ୪ ସହରର ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଥିବା ବେଳେ ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଏ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୪ଟି ସହର ହେଉଛି- ସୋନପୁର, ଅନୁଗୋଳ, ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ା। ସୋନପୁରରେ ସର୍ବାଧିକ ତପମାତ୍ରା ହ୍ରାସ
Read More...

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପଙ୍କ ଗଣତି ବନ୍ଦ ଆବେଦନ ଖାରଜ

ୱାଶିଂଟନ(ଡିସି): ଆମେରିକାରେ ଏ ପର୍ଯ୍ୟନ୍ତ ହାର-ଜିତ୍‌ର ଫଇସଲା ହୋଇ ପାରି ନାହିଁ। ଭାରତୀୟ ସମୟ ଶୁକ୍ରବାର ସଂଧ୍ୟା ୫ଟା୪୫ ଅନୁଯାୟୀ ୱାଶିଂଟନ ଡିସିର ୩ ଇଲେକ୍ଟର୍ସଙ୍କୁ ମିଶାଇଲେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନଙ୍କୁ ବହୁମତ ୨୭୦ରୁ ଅଧିକ ୧୯ଟି ଅର୍ଥାତ୍‌ ୨୮୯ଟି ଆସନ ମିଳିପାରେ।
Read More...

ଚୀନ ସହ ଯୁଦ୍ଧ ଏଡ଼ାଯାଇ ନପାରେ : ରାୱତ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଲଦାଖ ବିବାଦର ଅବସାନ ପାଇଁ ଅଷ୍ଟମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ଅବ୍ୟାହତ ଥିବାବେଳେ ଭାରତର ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଜେନେରାଲ ବିପିନ ରାୱତ ଶୁକ୍ରବାର କହିଛନ୍ତି ଯେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଅବସ୍ଥା ଏବେ
Read More...

ବିହାର ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଜାରି

ପାଟନା : ବିହାର ବିଧାନସଭାର ଅନ୍ତିମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୫ଟି ଜିଲାର ୭୮ଟି ବିଧାନସଭା ଆସନ ପାଇଁ ଶନିବାର ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ ବିଜେପି ୩୫ ଓ ତା’ର ସହଯୋଗୀ ସଂଯୁକ୍ତ ଜନତାଦଳ ୩୭ଟି ଆସନରେ ପ୍ରତିଦ୍ବନ୍ଦିତା କରୁଛି। ଅନ୍ୟପକ୍ଷରେ ମହାମେଣ୍ଟରୁ
Read More...

ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଶନିବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୪୧୦କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୭ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ
Read More...

ରାଜ୍ୟରେ ୧୩୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ  ୧୩୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୭୯୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି  ୫୭୬ ହେଉଛି ଲୋକାଲ୍ କେସ୍‌।
Read More...

ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଶୁକ୍ରବାର କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୯୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।ଆଜି ୧୫ ମୃତକଙ୍କ ମଧ୍ୟରୁ
Read More...

ରାଜ୍ୟରୁ ଆଉ ୧୪୯୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଶୁକ୍ରବାର ଆଉ ୧୪୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ  ୯୮ହଜାର ୭୬୮ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୬୭ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୬୨୭ ଜଣ ସ୍ଥାନୀୟ
Read More...

ଫେବୃଆରୀରେ ଲଞ୍ଚ ହେବ ଭାରତର କରୋନା ଟିକା

ନୂଆଦିଲ୍ଲୀ: ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକାକୁ ନେଇ ବହୁତ ବଡ଼ ଖୁସି ଖବର ଆଜି ସରକାରଙ୍କ ପକ୍ଷରୁ ଦିଆଯାଇଛି। ଆକଳନ ତୁଳନାରେ ଗୋଟିଏ ମାସ ପୂର୍ବରୁ ଭାରତ ତା’ର କରୋନା ଟିକା ପାଇବ ବୋଲି ଜଣେ ବରିଷ୍ଠ ସରକାରୀ ବୈଜ୍ଞାନିକ ଆଜି କହିଛନ୍ତି। ସେ କହିଛନ୍ତି, ଭାରତ ବାୟୋଟେକ
Read More...

୧୦୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ନଦୀରେ ଓଲଟିଗଲା

ପାଟନା: ବିହାରର ଭାଗଲପୁର ଗଙ୍ଗାନଦୀରେ ଘଟିଛି ବଡ଼ ଅଘଟଣ, ଯେଉଁଠାରେ ଏକ ଡଙ୍ଗା ଓଲଟି ପଡ଼ିଛି। ସେହି ଡଙ୍ଗାରେ ୧୦୦ରୁ ଅଧିକ ଲୋକେ ଥିବା ଜଣାପଡ଼ିଛି, ଯେଉଁଥିରେ କିଛି ମହିଳା ଓ ଶିଶୁ ମଧ୍ୟ ଥିଲେ। ଏପର୍ଯ୍ୟନ୍ତ ୧୧ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କୁ
Read More...