Browsing Category

ପ୍ରମୁଖ ଖବର

ମା’ର ମୃତଦେହକୁ ୨ କି.ମି କାନ୍ଧରେ ବୋହି ନେଲା ପୁଅ

ଭଞ୍ଜନଗର : “ମେଡିକାଲରେ ଆଖି ବୁଜିଲେ ମୋ ମା’। ମୃତଦେହ ଘରକୁ ନେବା ପାଇଁ ଗାଡ଼ି ଯୋଗାଇ ଦେବାକୁ କହିବାରୁ ଚିହିଁକି ଉଠିଲେ ମେଡିକାଲ କର୍ତ୍ତୃପକ୍ଷ। ଏଠାରେ କିଛି ସୁବିଧା ନାହିଁ, ଶୀଘ୍ର ମୃତଦେହ ଉଠାଅ ବୋଲି  ଧମକ ଚମକ ଦେଲେ। ଶେଷରେ ବାଧ୍ୟ ହୋଇ ଦୀର୍ଘ ୨ କିଲୋମିଟର କାନ୍ଧରେ ବୋହି ବୋହି
Read More...

ବିଜେଡିରୁ ବିଦା ହେଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ

ବାଲେଶ୍ୱର: ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ଗୁରୁବାର ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ତାଙ୍କୁ ଦଳରୁ ନିଲମ୍ବିତ କରିଥିବା ପ୍ରେସ ରିଲିଜରେ ସୂଚନା ଦିଆଯାଇଛି। ପ୍ରଦୀପ ବାଲେଶ୍ୱର ସଦର ଆସନରୁ ୨୦୦୯
Read More...

ସୋନୁଙ୍କୁ ଫ୍ୟାନଙ୍କ ନିବେଦନ: ‘ଶାହାରୁଖଙ୍କ ଭଳି ମୋ ଜନ୍ମଦିନ ପାଳନ କର’

ମୁମ୍ବାଇ: କରୋନା ମହାମାରୀ ବେଳେ ହୋଇଥିବା ଲକଡାଇନ ସମୟରେ ଯଦି କେହି ଚର୍ଚ୍ଚାରେ ରହିଛନ୍ତି, ତେବେ ସେ ହେଉଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍। ଲକଡାଉନ ସମୟରେ ସେ ପ୍ରବାସୀ ଶ୍ରମିକମାନଙ୍କୁ ଯଥା ସମ୍ଭବ ସହାଯ୍ୟ କରିଥିଲେ। ଏଥିପାଇଁ ସାରା ଦେଶର ଲୋକେ ତାଙ୍କର ଭୁରି ଭୁରି ପ୍ରଶଂସା
Read More...

ମୁମ୍ବଇ ଗ୍ଲୋବାଲ ଇଣ୍ଡିଆ ୨୦୨୦ ଶ୍ରୀମତୀ ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ବ୍ରହ୍ମପୁରର ରାମେଶ୍ୱରୀ

ବ୍ରହ୍ମପୁର: ମୁମ୍ବଇ ଗ୍ଲୋବାଲ ଇଣ୍ଡିଆ ୨୦୨୦ ତରଫରୁ ହୋଇଥିବା ମିସେସ ଗ୍ଲୋବାଲ ଇଣ୍ଡିଆ ୨୦୨୦ ସିଜନ ୩ ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଶାର ବ୍ରହ୍ମପୁରର ରାମେଶ୍ୱରୀ ନନ୍ଦ ଫାଇନାଲିଷ୍ଟ ଭାବେ ମନୋନୀତ ହୋଇଛନ୍ତି। ଓଡିଶାରୁ ସେ କେବଳ ଜଣେ ହିଁ ମନୋନୀତ ହୋଇଛନ୍ତି। ଗୋଟିଏ ପରେ
Read More...

ଅର୍ଣ୍ଣବ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ନୂଆ ମାମଲା ରୁଜୁ କଲା ପୁଲିସ

ମୁମ୍ବଇ : ମୁମ୍ବଇ ପୁଲିସ ବୁଧବାର ସନ୍ଧ୍ୟାରେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ନୂଆ ମାମଲା ରୁଜୁ କରିଛି। ଆଇପିସିର ଧାରା ୩୫୩, ୫୦୪, ୫୦୬ ଓ ୩୪ରେ ଏହି ମାମଲା ରୁଜୁ ହୋଇଛି। ଡିଜାଇନର ଅନ୍ୟୟ ନାଏକ ଓ ତାଙ୍କ ମା କୁମୁଦ ନାଏକଙ୍କ
Read More...

ଅର୍ଣ୍ଣବଙ୍କ ସମର୍ଥନରେ ସୁଶାନ୍ତ ପରିବାରର ଓକିଲ

ମୁମ୍ବାଇ: ରିପବ୍ଲିକ୍ ଟିଭି ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ଗିରଫ କରିବା ପରେ ଚାରିଆଡ଼େ ଆକ୍ରୋଶ ଦେଖିବାକୁ ମିଳିଛି। ଅର୍ଣ୍ଣବଙ୍କ ସମର୍ଥନରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି କ୍ରମରେ ସୁଶାନ୍ତ ସିଂହ ରାଜପୁତଙ୍କ
Read More...

‘ବାଣ ବନ୍ଦ’ ନିୟମ କଡ଼ାକଡ଼ି : ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଏଥର ବାଜିବନି ବାଜା କି ଫୁଟିବନି ବାଣ। କେବଳ ମହମବତି, ଦୀପ, ଆଲୋକ ସାଜସଜ୍ଜାରେ ଉତ୍ସବ ପାଳନ ହେବ। ଏଥିରେ ବ୍ୟତିକ୍ରମ କଲେ ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି କମିସନର କହିଛନ୍ତି। ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ
Read More...

ଥମୁନି ମୃତ୍ୟୁ : ରାଜ୍ୟରେ କରୋନା ନେଲା ଆଉ ୧୪ ଜୀବନ

ଭୁବନେଶ୍ବର: ରାଜ୍ୟରେ ଗୁରୁବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୭୮କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୪ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ
Read More...

ରାଜ୍ୟରେ ଚିହ୍ନଟ ନୂଆ ଆକ୍ରାନ୍ତ ୧୩୮୫

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୧ ହଜାର ୩୮୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୯୮ ଓ ସ୍ଥାନୀୟ ଅଞ୍ଚଳରୁ ୫୮୭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ରେ
Read More...

କରୋନା ଡ଼ର: ଜୁଇରେ ଅଧା ଜଳା ଶବ ଛାଡ଼ି ପଳାଇଲେ ସମ୍ପର୍କୀୟ- ବନ୍ଧୁବାନ୍ଧବ

ପାଟନା: କରୋନା ଭୟ ଏବେ ଲୋକମାନଙ୍କୁ ବିବଶ କରିଛି । କେଉଁଠି ପରିବାର ଲୋକ ମୃତକର ଚେହେରା ଦେଖିବାକୁ ଡ଼ରୁଛନ୍ତି ତ କେଉଁଠି ଛୁଇଁବାକୁ । ବିହାରର ପାଟନା ନିକଟରେ ଏମିତି ଏକ ଘଟଣା ଘଟିଛି, ଯେଉଁଥିରେ ଅଧାଜଳା ଶବ ଛାଡ଼ି ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ଶ୍ମଶାନ ଛାଡ଼ି ପଳାଇ ଆସିଛନ୍ତି । ଶବକୁ
Read More...