ବାଲେଶ୍ୱର ଓ ତିର୍ତ୍ତୋଲରେ କମିଛି ଭୋଟ ଦାନ ହାର
ଭୁବନେଶ୍ୱର : ପୂର୍ବ ସାଧାରଣ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ଭୋଟଦାନ ହାର ସାମାନ୍ୟ କମିଛି। ବାଲେଶ୍ୱର ଓ ତିର୍ତ୍ତୋଲ ଭୋଟ ନେଇ ଏପରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ବାଲେଶ୍ୱରରେ ୭୦.୬୯% ଏବଂ ତିର୍ତ୍ତୋଲରେ ୬୯.୬୬% ମତଦାନ ହୋଇଛି। ପୂର୍ବ ସାଧାରଣ ନିର୍ବାଚନ ଅପେକ୍ଷା!-->…
Read More...
Read More...